ଦେଖନ୍ତୁ ଭିଡ଼ିଓ: ‘ତୁ କ'ଣ ମୋତେ ଶସ୍ତା ଭାବିଲୁ’ ରାସ୍ତା ମଝିରେ କମେଣ୍ଟ ମାରୁଥିବା ଯୁବକଙ୍କ ଆଗରେ ଏମିତି କଲେ ଦୀପିକା

 
Deepika Odia

ମୋତେ କମେଣ୍ଟ ମାରିଲୁ, ତୋର ସାହସ କେମିତି ହେଲା, ତୁ କଣ ମୋତେ ଶସ୍ତା ଭାବିଛୁ, ଏମିତି କହି ରାସ୍ତା ମଝିରେ କମେଣ୍ଟ ମାରୁଥିବା ଯୁବକ କୁ ବହେ ଛେଚିଲେ । କଲର କୁ ଘୋଷାଡ଼ି ଠୋ ଠା ଚାପୁଡ଼ା ମାରିଲେ ଗାଲକୁ ଗାଲକୁ । ଡ୍ରେସ ଚିରିଲେ ବହେ ପିଠି କୁ ପିଠି କୁ ନାଦି ଦେଇ ଗଲେ ।

fdggd d

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡିଓ: "ଟୋକା ମାନେ କାହିଁକି ବିପି ଦେଖନ୍ତି, ମୁଁ ଓଡିଶା ର ଦ୍ଵିତୀୟ ଶନି ଲିଓନ" ନିଶା ମହାରଣା ଦେଲେ ବିବାଦୀୟ ବୟାନ

ପୋଲିସ ଅଟକାଇଲେ ମଧ୍ୟ କାହାରି କଥାକୁ ଶୁଣିଲେ ନାହିଁ । ଖାଲି ମନ ଶାନ୍ତି ହେବା ପର୍ଯ୍ୟନ୍ତ ମାଡ଼ ମାରିଲେ । ଶହ ଶହ ଲୋକଙ୍କ ଆଗରେ କମେଣ୍ଟ ମାରୁଥିବା ଯୁବକ କୁ ଏମିତି ମାରିଥିଲେ କେ. ଦୀପିକା ।

reewr w

ଏହି ଭିଡିଓକୁ ଭଲରେ ଦେଖନ୍ତୁ କିପରି ଦୀପିକା ଶହ ଶହ ଲୋକଙ୍କ ଆଗରେ ଏକା ସଂଘର୍ଷ କରୁଛନ୍ତି । କେମିତି ଯୁବକକୁ ଏକା ମାଡ଼ ମାରୁଛନ୍ତି ଅଟକାଇଲେ ମଧ୍ୟ କାହାରି କଥା ଶୁଣୁନାହାନ୍ତି । ପ୍ରଚଣ୍ଡ ରାଗର କାରଣ ହେଉଛି ଦୀପିକା ଙ୍କୁ ଉକ୍ତ ଯୁବକ ଜଣକ କମେଣ୍ଟ ମାରିଥିଲା । ଯାହା ପରେ ଏମିତି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଦିନେ ଗଞ୍ଜାମ ରେ ସ୍ୱାମୀ ର ଅଧିକାର ପାଇଁ ଲଢେଇ କରି ଚର୍ଚ୍ଚାରେ ଥିବା ଦୀପିକା କମେଣ୍ଟ ମରା କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ।