ଦେଖନ୍ତୁ ଭିଡିଓ: "ଟୋକା ମାନେ କାହିଁକି ବିପି ଦେଖନ୍ତି, ମୁଁ ଓଡିଶା ର ଦ୍ଵିତୀୟ ଶନି ଲିଓନ" ନିଶା ମହାରଣା ଦେଲେ ବିବାଦୀୟ ବୟାନ

 
Nisha Moharana

କେତେବେଳେ କଥାରେ ତ ଆଉ କେବେ ସୋସିଆଲ୍ ମିଡିଆରେ । ଶସ୍ତା ଲୋକପ୍ରିୟତା ନିଶାରେ ନିଶା ମହାରଣା ନାମକ ମଡେଲର ଅଶ୍ଲୀଳ ଫଟୋ ଓ ଭିଡିଓ ପୋଷ୍ଟ କରୁଥିବା ଅଭିଯୋଗ ହୋଇଥିଲେ ସୁଦ୍ଧା ତାଙ୍କର ବେଶ ଭୁଷା ଯୁବକଙ୍କୁ ପାଗଳ କରିଛି ।

ଯାହାକୁ ନେଇ ଭଏସ୍ ଫର୍ ୱିମେନ୍ ନାମକ ସ୍ୱେଚ୍ଛାସେବୀ ସଂଗଠନ ପୂର୍ବରୁ କମିଶନରେଟ୍ ପୋଲିସର ଦ୍ୱାରସ୍ଥ ହୋଇଛି । ଅଭିଯୋଗ ଅନୁସାରେ ନିଶାଙ୍କ ପ୍ରତିଟି ଭିଡିଓ ନାରୀଙ୍କ ଭାବନାକୁ ଆଘାତ କରୁଛି ।

 Nisha

କିନ୍ତୁ ତାହା ଯାହା ବି ହଉନା କାହିଁକି ନିଶାଙ୍କ ନିଶାରେ ପାଗଳ ହେଲେଣି ୭ ରୁ ୭୦ । ଟୋକା ମାନେ କାହିଁକି ବିପି ଦେଖନ୍ତି, ନିଶାଡୀଙ୍କ ନିଶା ଛଡ଼ାଇ ଦେବେ ନିଶା । ଦେଖନ୍ତୁ ଏହି ଭିଡିଓ । ୟୁଟ୍ୟୁବ ଲିଙ୍କ ରେ କ୍ଲିକ କରି ଶୁଣନ୍ତୁ କଣ' କହୁଛନ୍ତି ଚର୍ଚ୍ଚିତ ନିଶା ମହାରଣା ।

ନିଶା ଖାଲି ନିଜ ଆକାଉଣ୍ଟରେ ମାତି ନାହାନ୍ତି । କିଛି ଶସ୍ତା ୱେବ୍ ଚ୍ୟାନେଲ୍ ମଧ୍ୟ ନିଶାଙ୍କ ଅଶ୍ଲୀଳ ମନ୍ତବ୍ୟକୁ ପରିବେଷଣ କରୁଛନ୍ତି । ବାରମ୍ବାର ସାକ୍ଷାତକାର ନେଇ ସମାଜ ଓ ଯୁବପିଢ଼ିଙ୍କୁ ଉଶୃଙ୍ଖଳ କରୁଥିବା ଅଭିଯୋଗ କରିଛି ଭଏସ୍ ଫର୍ ୱିମେନ୍ ।

ଦେଖନ୍ତୁ ଭିଡ଼ିଓ:

 

କିନ୍ତୁ ପିଣ୍ଟୁ ନନ୍ଦଙ୍କୁ ସହଯୋଗର ହାତ ବଢ଼ାଇବା ପରେ ଅନେକ ତାଙ୍କର ପ୍ରସଂଶା କରିବା ଆରମ୍ଭ କରିଛନ୍ତି । ପିଣ୍ଟୁଙ୍କୁ ଯେତବେଳେ ଓଲିଉଡ ପକ୍ଷରୁ ଟଙ୍କା ଟିଏ ସହଯୋଗ ମିଳିନଥିଲା ସେତବେଳେ ନିଶା ୧୦ ହଜାର ସହଯୋଗ କରିଥିଲେ । ଏଣୁ ପରିସ୍ଥିତିରେ ପଡି ଯିଏ ଯେଉଁଭଳି ଅଭିନୟ କରୁ ନା କାହିଁକି ଯିଏ ବିପଦର ବନ୍ଧୁ ତାଙ୍କୁ ସଭିଏଁ ପ୍ରସଂଶା କରିବା ଦରକାର ।