ଦେଖନ୍ତୁ ଭିଡିଓ: ଦେହ ଦେଖାଇ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ଏକ ଭଲ ଉପାୟ, ନଗ୍ନତାକୁ ନେଇ କଣ କହୁଛନ୍ତି ଏହି ଯୁବତୀ

 
Jubati

ବର୍ତ୍ତମାନ ସମସ୍ତ ସେଲିବ୍ରେଟି ଚାହୁଁଛନ୍ତି ଯେ ଲୋକଙ୍କ ସମ୍ମୁଖରେ ନିଜର ନଗ୍ନତାକୁ ପରିଦର୍ଶନ କରି ଟଙ୍କା ରୋଜଗାର କରିବା । ଆଉ ଏହି ନଗ୍ନତାକୁ ବି ଅନେକ ୟୁଜର୍ ପସନ୍ଦ ମଧ୍ୟ କରୁଛନ୍ତି । କାରଣ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ମୂଳ ମାଧ୍ୟମ ହୋଇଛି ନଗ୍ନତା ।

gdfg df

ତେବେ ନିକଟରେ ଜଣେ ଯୁବତୀଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ ନଗ୍ନତା ବିଷୟରେ ନିଜର ମତାମତ ରଖିଛନ୍ତି । କେମିତି ଝିଅ ବା ଯୁବତୀ ମାନେ ନିଜର ଅଙ୍ଗ ପ୍ରଦର୍ଶନ କରି ଟଙ୍କା ରୋଜଗାର କରୁଛନ୍ତି ତାହା କହିଛନ୍ତି ସେ ।

ଯୁବତୀ ଜଣକ କହିଛନ୍ତି ଯେ, "ଯେତେବେଳେ ଆମେ ଛୋଟ ଥିଲୁ, ଆମ ବାପାମାଆ ଆମକୁ ନେଇ କୋର୍ଣ୍ଣାକ ଯାଉଥିଲେ । ସେଠାରେ ତ ଦେବାଦେବୀଙ୍କ ବହୁତ ନଗ୍ନତା ପ୍ରତିମା ରହିଛି । କିନ୍ତୁ ଆଜି ସେମାନେ ଆମ ସହିତ ବସି ଘରେ ଟିଭି ଦେଖି ପାରୁ ନାହାନ୍ତି । ନଗ୍ନତା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ନିଜକୁ ସୋ କଲଡ୍ ସେଲିବ୍ରେଟ୍ କହୁଥିବା ଯୁବତୀ ନିଜର ମେଦବହୁଳତା ଶରୀର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଯାହାକି ଏକ ଭଲ କଥା ନୁହଁ ।"

ଆହୁରି ପଢନ୍ତୁ :- ଗବେଷଣାରେ ହେଲା ବଡ଼ ଖୁଲାସା! ଚାକିରୀ ଜୀବନ ହେତୁ ହ୍ରାସ ପାଉଛି ପୁରୁଷଙ୍କ ସ୍ପର୍ମ କାଉଣ୍ଟ, ଜାଣନ୍ତୁ ପୂରା ଖବର

x cdfs sa

ଯୁବତୀ ଆହୁରି କହିଛନ୍ତି ଯେ, “ନଗ୍ନତାର ବି ଏକ ସୀମା ରହିଛି । କିନ୍ତୁ ତାହା ଶାଳୀନତା ରଖି କରିବା ଉଚିତ । ଓଟିଟି ପାଲଟଫର୍ମରେ ଆମେ ଜାଣିନଥିବା ଭାଷା ଅଭିନେତା ଅଭିନେତ୍ରୀ ମାନେ କହୁଛନ୍ତି । ଯାହା ଶୁଣିବା ଯୋଗ୍ୟ ନୁହଁ । ନଗ୍ନତା ଦେଖାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଅନେକ ଯୁବତୀ ।