ରାସ୍ତାରେ ଯାଉଥିଲା ଝିଅଟି, କାରରେ ଆସି ପ୍ରାଇବେଟ ପାର୍ଟରେ ହାତ ମାରି ଚାଲିଗଲେ, ଆଉ ତା'ପରେ...

 
Private part

ଘରୁ ବାହାରକୁ ବାହାରୁଥିଲେ ସାବଧାନ୍। କାରଣ ରାସ୍ତାରେ ବୁଲୁଛନ୍ତି ଅମାନବୀୟ ଲୋକ। ଏସୟୁଭି କାରରେ ଆସି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି । ମହିଳା ତଥା ପାଠ ପଢ଼ୁଥିବା ସ୍କୁଲ ଛାତ୍ରୀଙ୍କୁ ବି ଛାଡ଼ୁନାହାନ୍ତି ଏମାନେ। ରାସ୍ତା ଉପରେ ଏକାକି ଦେଖିଲେ ମାନବୀକତା ହରାଇ ଅସଦାଚରଣ କରୁଛନ୍ତି ଦୁର୍ବୃତ।

ରାସ୍ତାରେ ଯାଉଥିଲା ଝିଅଟି, ହଠାତ କାରରେ କିଛି ଲୋକ ଆସି ତାଙ୍କ ପ୍ରାଇବେଟ ପାର୍ଟ ରେ ହାତ ମାରି ଚାଲିଗଲେ । ହାତ ମାରିଦେଲେ କଣ ହେବ । ଯେଉଁ କାମଟି ତୁ କରିକି ଗଲୁ ସେଇଟା ତୋ ଅଭ୍ୟାସ ଥିବ । ତା'ପରେ ଆଉ କିଛି ପଦକ୍ଷେପ ନେଇଥାନ୍ତା କିନ୍ତୁ ସେ ଖସିଗଲା ।

fhnk

ହୋଲିରେ ଏବେ ସବୁ ନିଶା ଶକ୍ତ ଥିବେ । ନିଶା ଶାକ୍ୟ ଅବସ୍ଥାରେ ରାଜଧାନୀ ସମ୍ପୂର୍ଣ ଉବୁଟୁବୁ । ପ୍ରବଳ ନିଶା କରିଥିବେ । ଖାଲି ଏକୁଟିଆ ଝିଅ ନୁହେଁ ବହୁତ ଝିଅକୁ ସେମାନେ ଏମିତି କରୁଥିବେ । ତେଣୁ ରାଜଧାନୀ ଅସୁରକ୍ଷିତ ରହିବ କାହିଁକିନା ସବୁ ଇଲିଗାଲ ଜିନିଷ ହେଉଛି । ଏହି ସବୁ ୱିଲିଗଲ ଜିନିଷ ପାଇଁ ଦାୟୀ ହେଉଛି ମାଦକ ଦ୍ରବ୍ୟ ।

ସେ ପିଲାଟି ଯାହା କରିକି ଯାଇଛି ସେ ନିଶ୍ଚିତ ନିଶା ଶକ୍ତ ଥିବ । ଏଠି ପାଇଁ ପ୍ରଶାସନ ଦାୟୀ ରହିବେ । ହୋଲି ଦିନ ମଦ କାଉଣ୍ଟର ରେ ପ୍ରବଳ ଭିଡ । ଯେଉଁଠିକି ଯାଅ କିଛି ନାହିଁ । ସବୁ ମାତାଲ ହେଇକି ବୁଲୁଛନ୍ତି ଏବଂ ଏକୁଟି ଝିଅ ଦେଖିଲେ ତାଙ୍କ ସହିତ ଖରାପ ବ୍ୟବହାର କରୁଛନ୍ତି ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ସେକ୍ସ୍ କୁ ନେଇ ଏମିତି କହିଲେ ଯୁବତୀ- ପୁଅମାନଙ୍କୁ ଖାଲି ଗୋଟିଏ ଜିନିଷ ଦରକାର ସେଇଟା ମିଳିଗଲେ ସେମାନେ...

ଏଥିପାଇଁ ପ୍ରଶାସନ କୁ କିଛି ପଦକ୍ଷେପ ନେବାକୁ ପଡିବ । ଦିନ ଦ୍ବିପହରରେ ଯଦି ଏମିତି ହଉଛି ତେବେ ରାତିରେ କଣ ନ ହେବ । ପୋଲିସ ଯଦି ନିଶା ଶକ୍ତ ଅବସ୍ଥା ରେ ରହିବ ତେବେ ଲୋକମାନଙ୍କୁ କିଏ ସୁରକ୍ଷା ଦେବ । ଆଶା କରାଯାଉଛି ଯେଉଁ ପିଲାଟି ସେ ଝିଅ ସହିତ ଏମିତି କରିଛି ତାକୁ ଏପରି ଦଣ୍ଡ ଦିଆଯାଉ ଯେମିତି ଆଉ କେହି ଏମିତି ନ କରୁ ।