ଦେଖନ୍ତୁ ଭିଡ଼ିଓ: ସେକ୍ସ୍ କୁ ନେଇ ଏମିତି କହିଲେ ଯୁବତୀ- ପୁଅମାନଙ୍କୁ ଖାଲି ଗୋଟିଏ ଜିନିଷ ଦରକାର ସେଇଟା ମିଳିଗଲେ ସେମାନେ...

 
Jhia Pua

ଯୁବତୀ ଜଣଙ୍କ କହିଛନ୍ତି ଯେ ଆଜିକାଲି ଦୁନିଆରେ ସେକ୍ସର ନିଶା ବଢିଚାଲିଛି । ସେମାନଙ୍କୁ ଖାଲି ଗୋଟିଏ ଜିନିଷ ଦରକାର ଆଉ ସେଇଟା ମିଳିଗଲେ ଶାନ୍ତି । ଛୋଟ କି ବଡ଼ କିଛି ମାନୁନାହାନ୍ତି ।  ଆଜିକାଲି ଛୁଆମାନଙ୍କୁ ଗୁଡ଼ ଟଚ ଏବଂ ବ୍ୟାଡ଼ ଟଚ ବିଷୟରେ ଜାଣିବା ଦରକାର ।

ttj

ଛୋଟ ଛୁଆମାନଙ୍କ ସହ ସେମାନେ କରିବାକୁ ବେଶୀ ପସନ୍ଦ କରନ୍ତି । ଛୁଆମାନେ ଡରରେ ନିଜ ବାପା ମାଆଙ୍କୁ ମଧ୍ୟ କିଛି କୁହନ୍ତି ନାହିଁ । ଏପରି ଜିନିଷ କାହା ସହିତ ମଧ୍ୟ ହୋଇପାରେ ଖାଲି ଝିଅମାନଙ୍କ ସହିତ ନୁହଁ ବରଂ ପୁଅମାନଙ୍କ ସହିତ ଶିକ୍ଷକମାନେ ମଧ୍ୟ ସ୍କୁଲ କିମ୍ବା ଟିଉସନ ରେ ଜୋରଜବରଦସ୍ତ କରୁଛନ୍ତି ।

ଦେଖନ୍ତୁ ଭିଡିଓ :

ଏହି ଜିନିଷ ଆଜିକାଲି ପରିବାର ଭିତରେ ବେଶୀ ହଉଛି । ମନାସିକବିକୃତି ଗୋଟେ ଗୋଟେ ପୁଅମାନଙ୍କ ଥାଏ ଝିଅମାନଙ୍କ ଥାଏ ସେହିମାନେ ହିଁ ଏହିସବୁ ଛୋଟ ଛୁଆମାନଙ୍କ ସହ କରିଥାଆନ୍ତି । କାହିଁକିନା ତାଙ୍କୁ ଖାଲି ଗୋଟିଏ ଜିନିଷ କରିବାର ଅଛି ଆଉ ସେଇଟା କରିଦେଲେ ତାଙ୍କ ମନ ଶାନ୍ତି ।  ଏଇଟା ଦେଖୁନାହାନ୍ତି ଯେ ସେ ଝିଅଟା କେତେ ବୟସର ଓ ତାଙ୍କ ସହ କଣ ସମ୍ପର୍କ । ତା'ପରେ କିଛି ନଭାବିଲେ ମଧ୍ୟ ଝିଅଟିକୁ ସଂମାନ ତ ଦେଇପାରିବ ।

dfrrwevhfg

ସେଥିପାଇଁ ଝିଅ ହଉ କି ପୁଅ ହଉ ସେକ୍ସ ବିଷୟ ଉପରେ କଥାବାର୍ତ୍ତା କରିବା କି କୋଉଟା ଭଲ କୋଉଟା ଖରାପ ଘରେ ବାପା-ମାଆମାନଙ୍କୁ, ସ୍କୁଲରେ ଶିକ୍ଷକମାନଙ୍କୁ ଅଥବା ଯେଉଁମାନେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ଯଦି ସେମାନେ ଏହିଭଳି ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି ନିଶ୍ଚିତ ଭାବରେ ଏହିସବୁ ଜିନିଷ ବିଷୟରେ କରିବା ଦରକାର ।