ଦେଖନ୍ତୁ ଭିଡ଼ିଓ: ଚାଲିଗଲେ CRPF ଯବାନ ଜିତେନ୍ଦ୍ର କୁମାର ବିଶ୍ୱାଳ, ଏବେ କାନ୍ଦୁଛନ୍ତି ସାରା ଗାଁ

 
jawan

ଯବାନ ପୁଅ ପାଇଁ କାନ୍ଦୁଛି ଗାଁ । ଗଂଜାମ ଜିଲ୍ଲା ଆସିକା ବ୍ଳକ ଘଟକୁରୁ ଗ୍ରାମର CRPF ଯବାନ ଜିତେନ୍ଦ୍ର କୁମାର ବିଶ୍ୱାଳ । ହାଇଦ୍ରାବାଦ ସ୍ଥିତ ରଙ୍ଗାରେଡି କ୍ୟାମ୍ପରେ କାର୍ଯ୍ୟ କରୁଥିଲେ । 

jitendra

ଛୁଟି ସାରି ଟ୍ରେନରେ ଯାଉଥିବାବେଳେ ଅସୁସ୍ଥ ଅନୁଭବ କରିବାକୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । 

VIDEO:

ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତଦେହ ଗାଁକୁ ଫେରିବା ପରେ ଗାଁରେ ଶୋକାକୂଳ ପରିବେଶ ।

News Source: OTV