ମିଛ କହି ଭୁବନେଶ୍ୱର ହୋଟେଲକୁ ପ୍ରେମିକ ସହ ଆସିଥିଲେ, ସକାଳୁ ମିଳିଲା ମିଳିଲା ମୃତ ଦେହ, ଜାଣନ୍ତୁ ପୁରା ଘଟଣା

 
Jubati

ପ୍ରେମ ଧୋକା ଏବଂ ମର୍ଡର, ଏମିତିକା ଘଟଣା ତା ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ ପୁଅ ହେଉ ବା ଝିଅ ପ୍ରେମ ରେ ପାଗଳ ହୋଇ ନିଜ ଜୀବନ କୁ ବର୍ବାଦ କରିବାରେ ଟିକିଏ ମଧ୍ୟ ଭାବନ୍ତି ନାହିଁ । ଝିଅମାନେ ଗୋଟେ ଭଲ ପୁଅକୁ ବାହା ହେଇ ସୁଖରେ ସଂସାର କରିବେ ବୋଲି ଭାବନ୍ତି ।

କିନ୍ତୁ ଯବାନ ରେ କେବେ କଣ ହୋଇଯାଏ ତାହା କାହାକୁ ବା ଜଣା । ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ୱର ରେ ଦେଖିବାକୁ ମିଳିଛି । ବ୍ରହ୍ମଗିରିର ବନିତା ସାହୁ ଘର କାମରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ ଏବଂ ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ପାଇଁ ପୁରୀର ଭିଭୋ ପ୍ରାଇଭେଟ୍ କମ୍ପାନୀରେ ଚାକିରୀ କରୁଥିଲେ ।

Jubati

ଗତକାଲି ରାତିରେ ଭୁବନେଶ୍ଵରର ସାଇ ଅମରିତ୍ ହୋଟେଲରୁ ବନିତାଙ୍କ ମୃ-ତ ଦେହ ମିଳିଛି । ଭିଭୋ କମ୍ପାନୀର ମିଟିଙ୍ଗ ପାଇଁ ସେ ଭୁବନେଶ୍ବର ଆସିଥିଲେ କିନ୍ତୁ ଗତ କାଲି ପୋଲିସ୍ ତାଙ୍କ ଭାଇଙ୍କୁ ଫୋନ୍ କରି କହିଥିଲେ ତମ ଭଉଣୀଙ୍କର ଶବ ହୋଟେଲ୍ ଭିତରୁ ମିଳିଛି । 

ତେବେ ତାଙ୍କ ଭାଇ ପ୍ରକାଶ କଲେ ଯେ ବନିତାଙ୍କ ସହ ଆଉ 3 ଜଣ ଆସିଥିଲେ କିନ୍ତୁ ସେ ଲୋକାଲ ପିଲା ବୋଲି ହୋଟେଲ୍ ରହି ନଥିଲେ। ତେବେ ବନିତା ଯେଉଁ ରୁମ୍ ରେ ରହୁଥିଲେ ତା CCTV କ୍ୟାମେରା କାମ କରୁନଥିଲେ। ସେଥିପାଇଁ ସେ କହିଛନ୍ତି ଏ ସବୁ ପଛରେ ଭିଭୋ କମ୍ପାନୀ ଲୋକଙ୍କ ହାତ ଅଛି ।