ଅନ୍ୟ ଦିନ ଅପେକ୍ଷା ଶୀତ ଦିନେ କାହିଁକି ବଢିଥାଏ ଯୌନ ଇଚ୍ଛା? ଜାଣନ୍ତୁ ଏହାର କାରଣ

 
Sex

ବର୍ତ୍ତମାନ ଶୀତ ୠତୁ ଚାଲିଥିବା ବେଳେ ସାରା ରାଜ୍ୟ ଏବଂ ଦେଶରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଲୋକେ ବାହାରକୁ ନ ଯାଇ ଘରେ ରହିବାକୁ ପସନ୍ଦ କରୁଛନ୍ତି। ତେବେ, କେବେ ଆପଣ ଭାବିଛନ୍ତି ଯେ ଶୀତ ଦିନରେ ହିଁ କଣ ପାଇଁ ସେକ୍ସ କରିବା ପାଇଁ ଅଧିକ ଇଚ୍ଛା ହୋଇଥାଏ? ସାଧାରଣତଃ ଶୀତ ଦିନରେ ଉଭୟ ମହିଳା ଏବଂ ପୁରୁଷଙ୍କ ଠାରେ ଏଭଳି ପ୍ରବୃତ୍ତି ଦେଖିବାକୁ ମିଳିଥାଏ। 

Winter

ଶୀତଦିନରେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ ଯାହାଫଳରେ ଶରୀର ମେଲାଟୋନିନ୍ ହରମୋନ୍ ନିର୍ଗତ ହୋଇଥାଏ ଯାହାକି ନିଦକୁ ପ୍ରୋତ୍ସାହିତ କରିଥାଏ। ଅନ୍ୟପକ୍ଷରେ ଶୀତଦିନରେ ଶରୀରରୁ ଟେଷ୍ଟୋଷ୍ଟେରନ୍ ହରମୋନ୍ ଅଧିକ ନିର୍ଗତ ହୋଇଥାଏ ଯାହାକି ସେକ୍ସ କରିବା ପାଇଁ ପ୍ରୋତ୍ସାହିତ କରେ।

Sex

ଶୀତଦିନେ ପୁରୁଷମାନଙ୍କରେ ଡୋପାମାଇନ୍ ନିର୍ଗତ ହେଉଥିବା ବେଳେ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ଅଧିକ ନିର୍ଗତ ହୋଇଥାଏ। ସେହିପରି ଭାବରେ ଅକ୍ସିଟୋସିନ୍ ହରମୋନ୍ ପ୍ରେମର ଭାବକୁ ବଢ଼ାଇଥାଏ। ଅନ୍ୟପକ୍ଷରେ ଶୀତଦିନେ ଆମେ ଅଧିକ ସମୟ ଘରେ ବିତାଇଥାଉ।

Sex

ଘରେ ଖାଲି ରହିଥିବାରୁ ନିଜ ପାର୍ଟନରଙ୍କ ସହିତ ସେକ୍ସ କରିବାକୁ ଇଚ୍ଛା ହେବା ଏକ ସାଧାରଣ କଥା ଅଟେ। ଅନ୍ୟପକ୍ଷରେ ସେକ୍ସ କରିଲେ ଦେହର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ ଯାହାକି ଶୀତଦିନେ ଏକ ସୁଖଃଦ ଅନୁଭବ ଅଟେ। ଯେଉଁଥିପାଇଁ ଅନେକେ ଶୀତଦିନେ ବିବାହ କରିବାକୁ ମଧ୍ୟ ପସନ୍ଦ କରିଥାନ୍ତି।

Sex

ଶୀତଦିନେ ଲୋକେ ପ୍ରାୟତଃ ଘରେ ରହି ଅଳସୁଆ ହୋଇ ଯାଉଥିବା ଦେଖିବାକୁ ମିଳିଥାଏ। ତେଣୁ, ପ୍ରତିଦିନ ସକାଳୁ ଉଠି ବ୍ୟାୟାମ କରିବା ଏବଂ ଯୋଗ ଅଭ୍ୟାସ କରନ୍ତୁ। ଏହା ବ୍ୟତୀତ କିଛି ଭଲ କାମ କରିବାକୁ ଚେଷ୍ଟା କରନ୍ତୁ। ଯାହାଦ୍ୱାରା ଆପଣଙ୍କ ମନ ଆୟତ୍ତ ମଧ୍ୟରେ ରହିବ ଏବଂ ଦିନଟି ଉପଯୋଗୀ ହୋଇପାରିବ।

ଆହୁରି ପଢ଼ନ୍ତୁ:- ବାହା ହେବା ପାଇଁ ଲିଙ୍ଗ ବଦଳାଇ ଥିଲେ, କିନ୍ତୁ ଜନ୍ମଦିନରେ ଜିଅନ୍ତା ପୋଡ଼ି ମାରିଦେଲେ, ପୂରା ଘଟଣା ଜାଣି ହେବେ ତାଜୁବ୍