ଦେଖନ୍ତୁ ଭିଡ଼ିଓ: ଯୁବତୀ କହିଲେ "ପୁଅମାନଙ୍କୁ ଦେଖି ଆମର ବି ବହୁତ ଇଚ୍ଛା ହେଲା, ରୋମାନ୍ସ କରି ମଜା ଆସିଗଲା ଏବଂ…."

 
Odia jhia vlog

ଆଜିର ସମୟରେ ସ୍ମାର୍ଟଫୋନ ମଣିଷ ଜୀବନର ଏକ ଅଭିଚ୍ଛେଦ ଅଙ୍ଗ ପାଲଟି ଯାଇଛି। ପୂର୍ବରୁ ଫୋନକୁ କେବଳ କଥା ହେବା ପାଇଁ ବ୍ୟବହାର କରାଯାଉଥିଲା। କିନ୍ତୁ, ଏବେ ଏହା ମନୋରଞ୍ଜନ ଏବଂ ସୂଚନା ପ୍ରସାରର ଏକ ପ୍ରମୁଖ ମାଧ୍ୟମ ପାଲଟିଯାଇଛି। କେବଳ ସେତିକି ନୁହେଁ ଇଣ୍ଟରନେଟ ମାଧ୍ୟମରେ ଏହା ଯୁବପିଢିଙ୍କୁ ରୋଜଗାରକ୍ଷମ କରାଇବାରେ ମଧ୍ୟ ସଫଳ ହୋଇଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଅନେକ ଯୁବକ ଯୁବତୀ ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସଫଳ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏଭଳି ଅନେକ ଉଧାହରଣ ଦେଖିବାକୁ ମିଳିଥାଏ। ଏଭଳି ହିଁ ଏକ ସଫଳତାର କାହାଣୀ ସୃଷ୍ଟି କରିଛି ଓଡ଼ିଆ ଝିଅ ବ୍ଲଗ୍ ଚ୍ୟାନେଲ୍।

Odia jhia vlog

ଏହି ଚ୍ୟାନେଲ୍ ମାଧ୍ୟମରେ ତିନିଜଣ ଯୁବତୀ ଭିନ୍ନ ଭିନ୍ନ ପ୍ରକାରର ମଜାଦାର ଭିଡ଼ିଓ ଅପଲୋଡ଼ କରି ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିଛନ୍ତି। ତେବେ ସେହି ତିନି ଜଣ ହେଉଛନ୍ତି ଆଦ୍ୟାସା, ତନୁଶ୍ରି, ସ୍ୱାତିକା। ଗାଁ ଲୋକଙ୍କର ଜୀବନ ଶୈଳୀ ଏବଂ ସେଠାରେ ଘଟୁଥିବା କିଛି ଘଟଣାକୁ ଏମାନେ ଅତି ମଜାଳିଆ ଢଙ୍ଗରେ ପରଦା ଉପରେ ପ୍ରଦର୍ଶିତ କରି ପାରୁଛନ୍ତି।

ଗାଁରେ ଲୋକେ ବହୁତ ଝଗଡା କରିଥାନ୍ତି। ସେହି ସବୁକୁ ନିଜ ସ୍କ୍ରିପ୍ଟରେ ଆଡ୍ କରିବା ପାଇଁ ସେମାନେ ଚେଷ୍ଟା କରିଥାନ୍ତି ବୋଲି କହିଛନ୍ତି ସ୍ୱାତିକା। ସ୍ୱାତିକା ଆଦ୍ୟାସାଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ, ମଝିରେ ମଝିରେ ଗାଳି ମଧ୍ୟ କରନ୍ତି ବୋଲି ସେ ନିଜେ କହିଛନ୍ତି। ଅନ୍ୟପକ୍ଷରେ ଅନ୍ୟଘରେ କଳି ଲଗାଇବା ପାଇଁ ତାଙ୍କୁ ଭଲଲାଗେ ବୋଲି କହିଛନ୍ତି ତନୁଶ୍ରୀ।

ପ୍ରଥମେ ପ୍ରଥମେ ଭିଡ଼ିଓ ସୁଟିଂ କରିବା ବେଳେ ପୁରୁଷ କଳାକାରଙ୍କ ସହିତ ଟିକିଏ ଅସୁବିଧା ହେଉଥିଲା। କିନ୍ତୁ, ଯେବେଠାରୁ ସେମାନେ ନିଜେ ପୁରୁଷ ଭୂମିକାରେ ଅଭିନୟ କରୁଛନ୍ତି ଆହୁରି ଭଲ ରୋମାନ୍ସ କରି ହେଉଛି ବୋଲି କହିଛନ୍ତି ସ୍ୱାତିକା। ତନୁଶ୍ରି ଏବଂ ସ୍ୱାତିକା ଉଭୟେ କଲେଜ ସମୟରୁ ଚିହ୍ନା କିନ୍ତୁ ୟୁଟ୍ୟୁବ ସଟ୍ସ ମାଧ୍ୟମରେ ତନୁଶ୍ରୀ ସେମାନଙ୍କ ସହିତ ଯୋଡ଼ି ହୋଇଥିଲେ।

ଆହୁରି ପଢ଼ନ୍ତୁ:- ରଶ୍ମିକା ଓ କ୍ୟାଟ୍ରିନାଙ୍କ ପରେ ଆଲିଆଙ୍କ MMS ଭିଡ଼ିଓ ଭାଇରାଲ ! ଚିନ୍ତା ରେ ବଲିଉଡ ର ସୁନ୍ଦରୀ ଅଭିନେତ୍ରୀ