2 ଥର ବିବାହ କରିଛନ୍ତି ଆପଣଙ୍କ ପ୍ରିୟ ଓଲିଉଡ଼ ର ଏହି 6 ଜଣ କଳାକାରମାନେ, ଦେଖନ୍ତୁ ଫୋଟୋ

 
odia star

ଓଲିଉଡ ଇଣ୍ଡଷ୍ଟ୍ରିରେ ସମ୍ପର୍କ ମଧ୍ୟ ଅଦ୍ଭୁତ, କେଉଁ କଳାକାରମାନେ କାହା ସହିତ ପ୍ରେମରେ ପଡ଼ିବ ତାହା ଜଣା ପଡିନାହିଁ, ଅନେକ ଓଲିଉଡ କଳାକାରମାନେ ଅଛନ୍ତି ଯେଉଁମାନେ କେବଳ ଗୋଟିଏ ନୁହେଁ ଦୁଇଟି ବିବାହ କରିଛନ୍ତି । ଆଜି ଆମେ ଆପଣମାନଙ୍କୁ ଓଲିଉଡର କେଉଁ କଳାକାରମାନେ ଦିତୀୟ ବିବାହ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

WhatsApp Channel (Join Now) Join Now

1. ସବ୍ୟସାଚୀ :-

Sabyasachi

ଓଡିଆ ଜଗତର ଅଭିନେତା ସବ୍ୟସାଚୀ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି । ସେ ନିଜର ପିଲାଦିନ ସାଙ୍ଗ ସୀମାଙ୍କୁ 2012 ରେ ପ୍ରଥମେ ମ୍ୟାରେଜ କରିଥିଲେ । କିନ୍ତୁ ଏହା ପରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ 2021 ରେ ସବ୍ୟସାଚୀ ଅର୍ଚ୍ଚିତାଙ୍କୁ ମ୍ୟାରେଜ କରିଛନ୍ତି ।

2. ସିଦ୍ଧାର୍ଥ ମହାପାତ୍ର :-

sidhant

80 ରୁ 90 ଦଶକର ଅଭିନେତା ସିଦ୍ଧାର୍ଥ ମହାପାତ୍ର ଅନେକ ଓଡିଆ ଫିଲ୍ମରେ ଅଭିନୟ କରିବା ସମୟରେ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ପ୍ରେମ କରି ମ୍ୟାରେଜ କରିଥିଲେ । କିନ୍ତୁ ଦୁହେଁ ଅଲଗା ହେବା ପରେ ସିଦ୍ଧାର୍ଥ ଅଭିନେତ୍ରୀ ମାମା ମିଶ୍ରଙ୍କୁ ଦିତୀୟ ମ୍ୟାରେଜ କରିଥିଲେ ।

3. ଚନ୍ଦନ ଓ ଲିସା :-

chandan lisa

ଓଲିଉଡର ଜବରଦସ୍ତ ଯୋଡି ଭାବେ ଚନ୍ଦନ ଓ ଲିସା ପରିଚିତ ଅଟନ୍ତି । ସେ ଅନେକ ସିରିଏଲରେ ଏକାଠି ନଜର ଆସିଛନ୍ତି । ଚନ୍ଦନ ଓ ଲିସା ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ମଧ୍ୟ ପରେ ଦୁହେଁ ଅଲଗା ହୋଇଥିଲେ । ଏହା ପରେ ଚନ୍ଦନା ଅଭିନେତ୍ରୀ ମାହିଙ୍କୁ ଦିତୀୟ ବିବାହ କରିଛନ୍ତି ।

4. ଚନ୍ଦନ କର :-

ଓଡିଆ ଚଳଚିତ୍ରରେ ଅଭିନେତା ଚନ୍ଦନ କର ନିଜର ସାନଦାର ଅଭିନୟ ଦେଇ ଲୋକପ୍ରିୟ ହୋଇଥିଲେ । ସେ ନିଜର ପ୍ରଥମ ସ୍ତ୍ରୀଙ୍କ ସହ କଳହ ଯୋଗୁ ଅଲଗା ହୋଇଥିଲେ । ଏହା ପରେ ସେ ଦିତୀୟ ବିବାହ କରିଥିଲେ ।

5. ରଚନା ବାନାର୍ଜୀ :-

ଓଲିଉଡ ଜଗତର ଅଭିନେତ୍ରୀ ରଚନା ବାନାର୍ଜୀ ଅନେକ ହିଟ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇ ପାରିଥିଲେ । ସେ ପ୍ରଥମେ ଅଭିନେତା ସିଦ୍ଧାର୍ଥ ମହାପାତ୍ରଙ୍କୁ 2002 ରେ ବିବାହ କରିଥିଲେ ମଧ୍ୟ ଦୁହେଁ ପରେ ଅଲଗା ହୋଇଥିଲେ । ଏହା ପରେ ସେ ଦିତୀୟ ବିବାହ କରିଥିଲେ ।

6. ବବି ମିଶ୍ର :-

babi

ଓଡିଆ ଜଗତରେ ଅଭିନେତା ବବି ମିଶ୍ର ଅନେକ ଆଲବମ ଓ ଫିଲ୍ମରେ ଅଭିନୟ କରିବାର ନଜର ଆସିଛନ୍ତି । ସେ ବଙ୍ଗୀୟ ଅଭିନେତ୍ରୀ କୋୟଲ ବାନାର୍ଜୀଙ୍କୁ ବିବାହ କରିଥିଲେ ମଧ୍ୟ ବର୍ତ୍ତମାନ ଦୁହେ ଅଲଗା ହୋଇଛନ୍ତି ବୋଲି କୋୟଲ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି ।

ଆହୁରି ପଢନ୍ତୁ :- ଶୀତଲଙ୍କ ପ୍ରାଇଭେଟ୍ ଭିଡିଓ ଫଟୋ କାହିଁକି ଭାଇରାଲ୍ କଲା ଦୟାନିଧି? ଶାରୀରିକ ସମ୍ବନ୍ଧ ମୂଳରେ ସବୁକିଛି? ଜାଣନ୍ତୁ ପୁରା ଖବର