ଦେଖନ୍ତୁ ଭିଡ଼ିଓ: ଭଲ ଥିଲା ବେଳେ ଏମିତି ମଦ ସିଗାରେଟ୍ ପିଉଥିଲେ ଅଭିନେତା ପିଣ୍ଟୁ ନନ୍ଦ, ସାମ୍ନାକୁ ଆସିଲା ଭିଡ଼ିଓ

 
Pintu Nanda

ଅଭିନେତା ପିଣ୍ଟୁ ନନ୍ଦ ଆଉ ଏହି ଦୁନିଆରେ ନାହାନ୍ତି । ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଭାଙ୍ଗି ଦେଇଛି । ଅଭିନେତା, ଅଭିନେତ୍ରୀ ଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ପିଣ୍ଟୁ ନନ୍ଦ ଙ୍କ ଅକାଳ ବିୟୋଗ କୁ ନେଇ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବାରେ ଲାଗିଛନ୍ତି ।

dsad d df fd

କିନ୍ତୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । କିଛି ବର୍ଷ ପୂର୍ବେ ପିଣ୍ଟୁ ନନ୍ଦ ଏବଂ ପୁପିନ୍ଦର ସୁଟିଂ ସାରି ହୋଟେଲ ରେ ସମୟ ବିତାଉ ଥିବା ବେଳେ ପୁପିନ୍ଦର ଏ ଭିଡିଓ ଟିକୁ ରେକର୍ଡ କରିଥିଲେ । ସେମାନେ ମଦ ଓ ସିଗାରେଟ୍ ଉପରେ ତାଙ୍କର ଏକ ଭିଡିଓ କରିଥିଲେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅଭିନେତା ପୁପିନ୍ଦର ସିଂହ ଏହି ଭିଡିଓ କୁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦେଖନ୍ତୁ ଭିଡିଓ :-

ସେ ମୃତ୍ୟୁ ପୂର୍ବରୁ ମଦ୍ୟପାନ କୁ ନେଇ କିଛି ବଡ଼ କଥା କହିଥିଲେ । ସେ କହିଥିଲେ ଯେ ଆମର ଯେତେ ଭାଇ ଭଉଣୀ ମାନେ ଅଛନ୍ତି ଯେଉଁ ମାନେ ମଦ ସିଗାରେଟ୍ ଆଦି ସେବନ କରୁଛନ୍ତି ସେମାନେ ଆଦୌ କରନ୍ତୁ ନାହିଁ । କଳାକାର ମାନେ ସୁଟିଂ ରେ ଡୁପ୍ଲିକେଟ୍ ମଦ ସିଗାରେଟ୍ ସେବନ କରୁଛନ୍ତି ସେଇଟା କରିବା ପାଇଁ ବାଧ୍ୟ । କିନ୍ତୁ ରିଅଲ ଲାଇଫ ରେ କାହାକୁ ମଦ ନ ପିଇବା ପାଇଁ ଏବଂ ସିଗାରେଟ୍ ନ ଟାଣିବାକୁ ଅନୁରୋଧ କରିଥିଲେ ପିଣ୍ଟୁ ନନ୍ଦ । ଏକଥା ମଧ୍ୟ ପିଣ୍ଟୁ ନନ୍ଦ କହିଥିଲେ କି ସକାଳୁ ଉଠି ଯୋଗ କରନ୍ତୁ, ପ୍ରାଣାୟମ କରନ୍ତୁ, କସରତ କରନ୍ତୁ । ତାହାଲେ ଆପଣ ଫିଟ୍ ଏବଂ ଫୁର୍ତି ରହିବେ । ନିଜକୁ ସୁସ୍ଥ ରଖନ୍ତୁ ଆପଣ ଆଗକୁ ନିଶ୍ଚିତ ବଢ଼ିବେ ।

tregfdg dg fg dg

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ପିଣ୍ଟୁ ନନ୍ଦଙ୍କ ପତ୍ନୀଙ୍କୁ ନେଇ ବଡ଼ ରହସ୍ୟ ଖୋଲିଲେ ଏହି ଅଭିନେତା, କହିଲେ ଡିଭର୍ସ ପରେ ସ୍ୱାମୀ କଣ? ଭାଉଜ ତ...

ତେବେ ପିଣ୍ଟୁ ଙ୍କ ମୃତ୍ୟୁ ପରେ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭାଇରାଲ ଭିଡିଓ କୁ ନେଇ ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି । କିଛି ଲୋକ ପିଣ୍ଟୁ ନନ୍ଦ ସମାଜ ପାଇଁ ଏକ ଭଲ ମେସେଜ ଦେଇଛନ୍ତି ବୋଲି କହୁଥିବା ବେଳେ ଆଉ କିଛି ଲୋକ ପିଣ୍ଟୁ ନନ୍ଦଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।