ଦେଖନ୍ତୁ ଭିଡ଼ିଓ: ମହିଳାଙ୍କ ସ୍ତନକୁ ବାରମ୍ବାର ସୁଂଘୁଥିଲା ପୋଷା କୁକୁର, ଆଉ ତା ପରେ ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

 

କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ସାଥି ଅଟେ। କୁହାଯାଏ ପୋଷା କୁକୁରମାନେ ନିଜେ ଜୀବନ ମଧ୍ୟ ମାଲିକର ଜୀବନ ରକ୍ଷା କରିବାକୁ ପଛାନ୍ତିନାହିଁ। ମଣିଷ ନିଜ ଜୀବନରେ ଏକାକୀ ଅନୁଭବ କରୁଥିଲେ ସାଥିରେ କୁକୁରଟିଏ ପୋଷିବା ଏକ ଭଲ ବିକଳ୍ପ ହୋଇଥାଏ। ଏହାଦ୍ୱାରା ମଣିଷ ମାନସିକ ସ୍ତରରେ ମଧ୍ୟ ସୁଦୃଢ଼ ହୋଇଥାଏ।

ତେବେ, ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି ଯେଉଁଥିରେ ଏକ ପୋଷା କୁକୁର ନିଜର ମାଲିକାଣୀଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ ୩୬ ବର୍ଷୀୟା ଏହି ମହିଳା ଜଣକ ଏକାକୀ ରହୁଥିବା ବେଳେ ତାଙ୍କ ପାଖକୁ ଏକ କୁକୁର ଆସିଥିଲା। ମହିଳାଙ୍କୁ ସେ ପସନ୍ଦ ଆସିବାରୁ କୁକୁରଟିକୁ ସେ ପୋଷା କରି ଘରେ ରଖିଥିଲେ। 

<a href=https://youtube.com/embed/RNwnQfEbWFc?autoplay=1&mute=1><img src=https://img.youtube.com/vi/RNwnQfEbWFc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, କିଛିଦିନ ପରେ ମହିଳା ଜଣକ ଶୋଇଥିବା ବେଳେ କୁକୁରଟି ତାଙ୍କ ବାମ ପଟ ସ୍ତନକୁ ସୁଙ୍ଘିବାକୁ ଲାଗିଥିଲା। କୁକୁରଟି ବାରମ୍ବାର ଗୋଟିଏ ପଟ ସ୍ତନକୁ ସୁଂଘୁଥିବାରୁ ମହିଳାଙ୍କୁ କିଛି ଅଜବ ଲାଗିଥିଲା।

ସେଥିପାଇଁ ସେ ଏଥିନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ଦେଖାଇଥିଲେ। କିଛି ଟେଷ୍ଟ କରିବା ପରେ ମହିଳା ଜଣକ ସ୍ତନ କର୍କଟରେ ପୀଡିତ ଥିବା ଜଣାପଡିଥିଲା। କୁକୁର ପାଇଁ ସେ ଏଭଳି ଭୟଙ୍କର ରୋଗରୁ ବର୍ତ୍ତୀ ପାରିଥିବା ମହିଳା ଜଣକ କହିଛନ୍ତି।

ଆହୁରି ପଢ଼ନ୍ତୁ:- ଜଳଖିଆରେ ଏହି ୫ଟି ଖାଦ୍ୟର ସେବନ କର୍କଟ ରୋଗର କାରଣ, ଏବେଠୁ ଖାଇବା ଛାଡ଼ନ୍ତୁ ନହେଲେ ହେଇଯିବ ଡେରି