ଦେଖନ୍ତୁ ଭିଡ଼ିଓ: ବ୍ୟାଗ ଧରି ଯାଉଥିଲେ ଯୁବତୀ! ହଠାତ୍ ପଛରୁ ଆସି ଧରି ପକାଇଲା ଦୁର୍ବୁତ୍ତ, ସାରିଦେଲା ସବୁ କାମ

 

ଆଜିର ସମୟରେ ମହିଳା ମାନଙ୍କ ଉପରେ ହେଉଥିବା ଅପରାଧର ସଂଖ୍ୟା ବଢିବାରେ ଲାଗିଛି। ବଳାତ୍କାର ଠାରୁ ଆରମ୍ଭ କରି ହତ୍ୟା ଏବଂ ଅସଦାଚରଣ ଭଳି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି। ଏଭଳି ହିଁ ଏକ ଘଟଣା କ୍ୟାମେରାରେ କଏଦ ହୋଇଛି।

ଯେଉଁଥିରେ ସାମାନ୍ୟ କିଛି ଟଙ୍କା ପାଇଁ ଜଣେ ଯୁବକ ଯୁବତୀଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରିଦେଉଥିବା କ୍ୟାମେରାରେ ରେକର୍ଡ ହୋଇଛି। 

ଭାଇରାଲ ହେଉଥିବା ଭିଡ଼ିଓରେ ଅପରାହ୍ନ ପ୍ରାୟ ୧୨ ସମୟରେ ଯୁବତୀ ଜଣକ ରାସ୍ତାରେ ଚାଲି ଯାଉଥିବା ଦେଖିବାକୁ ମିଳୁଛି। ତେବେ, ଏହାରି ଭିତରେ ଜଣେ ମୁଖା ପିନ୍ଧା ଯୁବକ ଯୁବତୀଙ୍କୁ ପଛରୁ ଧରି ପକାଇଥିଲେ। ଯୁବତୀ ଚିତ୍କାର କରିବା ସତ୍ତ୍ୱେ ନିଜକୁ ଦୁର୍ବୁତ୍ତ କବଳରୁ ଛଡାଇ ପାରିନଥିଲେ। ଏହାରି ମଧ୍ୟରେ ଯୁବକ ତାଙ୍କୁ ଉଲଗ୍ନ କରି ସବୁ କାମ ସାରି ଦେଇଥିଲେ।

<a href=https://youtube.com/embed/HBJ5G5Tkhbg?autoplay=1&mute=1><img src=https://img.youtube.com/vi/HBJ5G5Tkhbg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପ୍ରକୃତରେ ଯୁବତୀ ଜଣକ ତାଙ୍କ ବ୍ୟାଗରେ ଟଙ୍କା ନେଇ ଯାଉଥିଲେ। ଠିକ୍ ତାକୁ ହିଁ ଦୁର୍ବୁତ୍ତ ଜଣକ ଛକି ରହିଥିଲା। ସୁଯୋଗ ମିଳିବା ମାତ୍ରେ ତାଙ୍କୁ ଧରି ପକାଇଥିଲା। ଅସଦାଚରଣ ଏବଂ ଉଲଗ୍ନ ହେବା ସତ୍ତ୍ୱେ ମଧ୍ୟ ଯୁବତୀ ତାଙ୍କ ବ୍ୟାଗ ଛାଡ଼ିନଥିଲେ। ପରବର୍ତ୍ତୀ ସମୟରେ କିଛି ସ୍ଥାନୀୟ ଲୋକେ ଆସିବାରୁ ଦୁର୍ବୁତ୍ତ ସେହି ସ୍ଥାନ ଛାଡି ପଳାଇଥିଲା।

ଆହୁରି ପଢ଼ନ୍ତୁ:- ରାତିରେ ବେଡକୁ ଯିବା ପରେ କରନ୍ତୁନି ଏହି ୩ଟି ଭୁଲ୍, ନଚେତ୍ କେବେ ବି ହେବେନି ପତଳା