ଦେଖନ୍ତୁ ଭିଡ଼ିଓ: ଦେହ ସୁଖ ପାଇଁ ମୋ ସ୍ୱାମୀ ରଖିଛି ୨ ସ୍ତ୍ରୀ, ପୁଣି ବିବାହ କରି ମୋ ଜୀବନ ବର୍ବାଦ କରିଦେଲା

 

ଆଜିର ସମୟରେ ସ୍ୱାମୀ-ସ୍ତ୍ରୀଙ୍କର ପବିତ୍ର ସମ୍ପର୍କ କଳୁଷିତ ହେବାରେ ଲାଗିଲାଣି। ପୂର୍ବରୁ ଏହି ସମ୍ପର୍କକୁ ଦମ୍ପତ୍ତିମାନେ ସମ୍ମାନ ଦେଉଥିବା ବେଳେ ଏବେ ସେଭଳି କିଛି ଦେଖିବାକୁ ମିଳୁନାହିଁ। କେଉଁଠି ସ୍ତ୍ରୀଟିଏ ସ୍ୱାମୀକୁ ଧୋକା ଦେଇ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଥିବା ବେଳେ କେଉଁଠି ସ୍ୱାମୀ ସ୍ତ୍ରୀକୁ ଛାଡ଼ି ପରକୀୟା ପ୍ରୀତିରେ ଲିପ୍ତ ରହୁଥିବା ଦେଖିବାକୁ ମିଳୁଛି। 

ଏଭଳି ଆଉ ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅନ୍ତର୍ଗତ ଶରତ ଥା-ନା ଅଞ୍ଚଳର ନୋଟ ଗାଆଁରେ ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକ ପ୍ରେମ କରି ଜଣେ ଯୁବତୀଙ୍କୁ ବିବାହ କରିଥିବା ବେଳେ ସେ ପୂର୍ବରୁ ବିବାହିତ ଥିବା ଏବଂ କେବଳ ଶାରୀରିକ ସମ୍ପର୍କ ରଖିବାକୁ ବିବାହ କରିଥିବା ଅଭିଯୋଗ ହୋଇଛି। 

<a href=https://youtube.com/embed/ZgD8fkDmNDc?autoplay=1&mute=1><img src=https://img.youtube.com/vi/ZgD8fkDmNDc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ମିଳିଥିବା ସୂଚନା ଅନୁଯାଇ ଶରତ ଗ୍ରାମର ତୁଳସୀ ସିଂ ନାମକ ଯୁବତୀ ଦିଲ୍ଲୀରେ ରହି ଏକ ସୂତା କଳରେ କାମ କରୁଥିଲେ। ଦିଲ୍ଲୀରେ ସମା ସିଂ ନାମକ ଯୁବକ ମଧ୍ୟ ଚାକିରୀ କରିଥିଲେ ସେଠାରେ ଉଭୟଙ୍କର ପ୍ରେମ ଓ ପରେ ବିବାହ ହୋଇଥିଲା। କିନ୍ତୁ, ଦୀର୍ଘଦିନ ପରେ ସମା ବିବାହିତ ବୋଲି ଜାଣିବାକୁ ପାଇଥିଲେ ତୁଳସୀ।

ଏଥିନେଇ ପଚାରିବାରୁ ପ୍ରଥମ ସ୍ତ୍ରୀ ଗାଁରେ ରହିବ ଏବଂ ତୁମେ ଦିଲ୍ଲୀରେ ରହିବ, ଉଭୟଙ୍କୁ ମୁଁ ଖୁସିରେ ରଖିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ସମା। କିନ୍ତୁ, ଏବେ ସେ ଝଗଡା କରିବା ସହିତ ମାରପିଟ୍ କରୁଥିବାରୁ ତୁଳସୀ ଶରତ ଥାନାରେ ଏଥିନେଇ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ:- ଆସୁଛି ଗଣେଶ ଚତୁର୍ଥୀ ହେବାକୁ ଯାଉଛି ଗ୍ରହ ଚାଳନାରେ ପରିବର୍ତ୍ତନ, ବଦଳିବ ଆପଣଙ୍କ ରାଶିର ଭାଗ୍ୟ