ଦେଖନ୍ତୁ ଭିଡ଼ିଓ: ୟୁଟ୍ୟୁବର ଧ୍ରୁଭ ରାଠି ଦେଲା ବିବାଦୀୟ ବୟାନ, କହିଲେ- "ରାମାୟଣ ମିଛ, ଏବଂ ହିନ୍ଦୁ ମାନେ ମୂର୍ଖ"

 
Dhruv Rathee

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଲୋକେ ପ୍ରସିଦ୍ଧ ହେବା ଏବଂ କିଛି ପଇସା ପାଇବା ଆଶା ରେ ଏତେ ତଳକୁ ଖସି ଯାଉଛନ୍ତି ଯେ ନିଜର ଧର୍ମ କୁ ମଧ୍ୟ ବିକି ଦେଉଛନ୍ତି । ଏମିତି ଏକ ୟୁଟ୍ୟୁବର ଅଛି ଯାହାର ନାମ ଧ୍ରୁଭ ରାଠି । ଯିଏ ନିଜକୁ ହିନ୍ଦୁ ବୋଲି କହୁଛି କିନ୍ତୁ ନିଜ ଧର୍ମ କୁ ହିଁ ବିକି ଦେଇଛି, କିଛି ପଇସା ପାଇବା ଆଶା ରେ ଭଗବାନ ରାମ ଙ୍କ ଉପରେ ପ୍ରଶ୍ନ ଉଠାଉଛି ।

Dhruv Rathee

ଏମିତି ଅନେକ ଲୋକେ ଅଛନ୍ତି ଯେଉଁମାନେ ହିନ୍ଦୁ ଧର୍ମ ର ମଜାକ ଉଡାଉଛନ୍ତି । ଅନ୍ୟ ଧର୍ମ ର ଲୋକେ ତ ଆଗରୁ ହିଁ ଏମିତି କରି ଆସୁଛନ୍ତି କିନ୍ତୁ ବର୍ତମାନ କିଛି ହିନ୍ଦୁ ଲୋକେ ହିଁ ନିଜ ଧର୍ମ କୁ ବୁଝିବାରେ ସକ୍ଷମ ନୁହନ୍ତି । 

ଗୋଟେ ଇଣ୍ଟରଭିଉ ରେ ଧ୍ରୁଭ ରାଠି ଜଣେ ବିଦେଶୀ ସହ କଥା ହେଉଥିବା ବେଳେ କହିଲା "ମୁ କୌଣସି ହିନ୍ଦୁ ଦେବୀ ଦେବତା ଙ୍କୁ ସତ ବୋଲି ଭାବୁ ନାହିଁ, ଏହି ସବୁ କଥା ମିଛ ଅଟେ । କେମିତି ଏମିତି ହୋଇପାରିବ ଯେ ବାନର ସେନା ସହ ରାମ ଯୁଦ୍ଧ କରି ରାବଣ କୁ ହରେଇ ପାରିବ, ଏହି ସବୁ ହିନ୍ଦୁ ମାନଙ୍କ ଭଗବାନ ମିଛ ଏବଂ ସେମାନଙ୍କ କଳ୍ପନା ଅଟେ ।