ଦେଖନ୍ତୁ ଭିଡ଼ିଓ: ସ୍ୱାମୀ ନଥିବା ବେଳେ ପ୍ରେମିକ ସହ ରାସଲୀଳା କରୁଥିଲା ସ୍ତ୍ରୀ, ରାତି ଅଧରେ ପୋଲିସ ଧରି ଆସିଗଲା ସ୍ୱାମୀ

 
Swami stree

ଆଜି କାଲିର ଯୁବ ପିଡି ବିବାହ ର ପବିତ୍ର ବନ୍ଧନକୁ ନିଜର ଦେହର ଭୋକ ଆଗରେ ଅପବିତ୍ର କରିବାରେ ଟିକିଏ ବି ପଛ ଘୁଞ୍ଚା ଦେଉ ନାହାନ୍ତି । ବିବାହ ପରେ ନିଜ ସାଥି ସହ ଧୋକା ଦେବାରେ ପୁଅ ହେଉ ଅଥବା ଝିଅ କିଏ ବି କାହା ଠାରୁ କମ ନୁହନ୍ତି । ଅଫେୟର କରିବା ଏବେ ସାଧାରଣ କଥା ହୋଇଗଲାଣି । 

Stree

ଅନେକ ଘଟଣା ଦେଖିବାକୁ ମିଳୁଛି ଯେଉଁଠାରେ ବିବାହିତା ଯୋଡି ଛାଡପତ୍ର ପାଇଁ କୋର୍ଟ ର ଦ୍ୱାରସ୍ଥ ଦିଅନ୍ତି କାରଣ ତାଙ୍କ ଅଧ୍ୟରେ ଆଉ ଜଣେ ଥାଏ । ଏମିତି ଏକ ଘଟଣା ଘଟିଛି କାନପୁର ଉତ୍ତର ପ୍ରଦେଶ ଠାରେ, ଯେଉଁଠାରେ ସ୍ତ୍ରୀ ପ୍ରେମିକ ସହ ରାସଲୀଳା କଲାବେଳେ ଧାରା ପଡିଛି ।

ସୂଚନା ଅନୁସାରେ କାନପୁର ଏକ ଅଂଚଳରେ ସ୍ୱାମୀ ନଥିବା ବେଳେ ସ୍ତ୍ରୀ ନିଜ ପ୍ରେମିକ କୁ ଘରକୁ ଆଣି ରାସଲୀଳା କରୁଥିଲା । ମାତ୍ର କିଛି ଦିନ ପରେ ସ୍ୱାମୀ କୁ ଏଇ ଖବର ମିଳିଥିବାରୁ ସେ ପୋଲିସ କୁ ଧରି ରାତି ଅଧରେ ନିଜ ଘରକୁ ଆସିଥିଲେ ।

ସେଠାରେ ସେ ଦେଖିଲେ ସ୍ତ୍ରୀ ନିଜ ପ୍ରେମିକ ସହ ରାତିରେ ଥିଲେ ଏବଂ ପଚାରିବାରୁ କହିଲେ "ମୁ ତୁମ ସହ ଛାଡପତ୍ର କରିବି ଏବଂ ମୁ ଯାହା ସହ ବି ରୁହେ ତୁମ ହସ୍ତକ୍ଷପ କରିବାକୁ କିଏ" । ତେବେ ବର୍ତମାନ ସୂଚନା ମୁତାବକ ଦୁହେଁ ପତି-ପତ୍ନୀ ଙ୍କ ଛାଡପତ୍ର କେସ୍ ଚାଲିଛି ।