ଦେଖନ୍ତୁ ଭିଡ଼ିଓ “ପ୍ଲିଜ୍ ଆମ ଭିଡ଼ିଓ କରନି, ଆଉ ଖରାପ କାମ କରିବୁନି...” ଜଙ୍ଗଲରେ କରୁଥିଲେ ଅଶ୍ଳୀଳ କାମ, ଲୋକେ ଦେଲେ ଉଚିତ ଶାସ୍ତି

 
Pua jhia

ଆଜିକାର ଯୁବପିଢ଼ି ପ୍ରେମର ସଂଜ୍ଞାକୁ କଦର୍ଥ କରିଦେଲେଣି। ପ୍ରେମର ଉଚିତ ଅର୍ଥ ସେମାନେ ବୁଝି ନାହାନ୍ତି। କେବଳ ଗୋଟିଏ ଝିଅକୁ ଭଲ ପାଇ ପୁଅମାନେ ତାର ଶରୀରକୁ ଚାହିଁଥାନ୍ତି। ଆଉ ଶରୀର କ୍ଷୁଦାମେଣ୍ଟି ଗଲେ ତାକୁ କିଏ ବୋଲି ପଚାରନ୍ତି। କେତେକ ତ ପ୍ରେମର ଅର୍ଥ ସେକ୍ସ ବୋଲି ଭାବନ୍ତି। ଆଉ ସେହି ଚର୍କରରେ ରହିଥାନ୍ତି।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହେଉଛି। ଯାହାକୁ ଦେଖିଲେ ଆପଣ କହିବେ ଯେ, ସମାଜକୁ କଳୁଷିତ କରିବାରେ ଲାଗି ପଡିଛନ୍ତି ଆମ ଯୁବପିଢ଼ି। ପ୍ରେମ ସମ୍ମୁଖରେ ତାଙ୍କୁ ଆଉ କିଛି ହେଲେ ମଧ୍ୟ ଦେଖା ଯାଉ ନାହିଁ ଏଥି ପାଇଁ ସେମାନେ କାହାକୁ ଧୋକା ଦେବାକୁ ମଧ୍ଯ ପଛ ଘୁଂଚା ଦେଉ ନାହାଁନ୍ତି।

Pua jhia

ସେମାନେ ନିଜ ପରିବାର ଲୋକେ ଯେଉଁ ମାନେ କି ତାଙ୍କୁ ଅତି ଛୋଟ ରୁ ପାଳି ପୋଷି ମଣିଷ କରିଛନ୍ତି ତାଙ୍କୁ ମଧ୍ୟ ସେମାନେ ଧୋକା ଦେଇ ଦେଉଛନ୍ତି। ସେମାନଙ୍କୁ ଧୋକା ଦେଇ ମିଛ କହି ଅନ୍ୟ ଜଣକ ସହ ସମ୍ପର୍କ ମଧ୍ଯ ରଖୁଛନ୍ତି ଏଭଳି ଘଟଣା ଏବେ ଆମ ସମାଜରେ ପ୍ରତ୍ୟେକ କ୍ଷେତ୍ରରେ ଦେଖିବାକୁ ମିଳୁଛି।

ତେବେ ଏହି ବିଷୟ ସମ୍ପର୍କିତ ଏକ ଭିଡିଓ ଭାଇରାଲ୍ ହେଉଛି। ଆପଣ ମାନେ ମଧ୍ୟ ଏହି ଭିଡିଓ କୁ ଦେଖିବା ପରେ ସଂପୂର୍ଣ୍ଣ ଘଟଣା ସଂପର୍କ ରେ ବେଶ ଭଲ ଭାବରେ ଜାଣି ପାରିବେ। ତେବେ ଭିଡିଓଟିରେ ଦୁଇଜଣ ପ୍ରେମୀ ଯୁଗଳ ଫେରାର ହେଉଥିବା ସମୟରେ ଜଙ୍ଗଲ ମଧ୍ୟରେ ଧରା ପଡି ଯାଇଛନ୍ତି। ଜଙ୍ଗଲରେ ସେମାନେ କିଛି ଖରାପ କାମ କରୁଥିବାର ମଧ୍ୟ ସ୍ଥାନୀୟ ଲୋକେ ଦେଖିଥିଲେ।

ତେବେ ଧରାପଡିବା ପରେ ସେଠାରେ ତାଙ୍କୁ ସ୍ଥାନୀୟ ବାସିନ୍ଦାମାନେ ଅନେକ ପ୍ରଶ୍ନ ପଚାରିଛନ୍ତି। ପ୍ରଶ୍ନ ଶୁଣିବା ପରେ ଉଭୟ ଯୁବକ ଆଉ ଯୁବତୀ ଖୁବ ଭୟବିତ ଅଛନ୍ତି। ସେଠାକାର ସ୍ଥାନୀୟ ବାସିନ୍ଦା ଜଣେ ତାଙ୍କ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏବେ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି।