ଦେଖନ୍ତୁ ଭିଡ଼ିଓ: ମଝି ରାସ୍ତାରେ ହଠାତ ଯୁବତୀଙ୍କ ହେଲା ପିରିୟଡ଼, ମାନବିକତା ଭୁଲି ଲୋକେ କଲେ ଏମିତି

 
Girl

ଏହି ଦୁନିଆ ରେ ଭଗବାନ ନାରୀ ମାନଙ୍କୁ କିଛି ବିଶେଷ କରିଛନ୍ତି, ନାରୀ ଯୋଗୁଁ ଏହି ସୃଷ୍ଟି ର ଅସ୍ଥିତ୍ୱ ଅଛି, ନାରୀ ଜଣେ ମାଁ, ଭଉଣୀ ଏବଂ ସ୍ତ୍ରୀ ରୂପେ ସର୍ବ ଗୁଣ ସମ୍ପର୍ଣ ଅଟେ । କିନ୍ତୁ ଏହି ଦୁନିଆ ରେ ନାରୀ ଙ୍କୁ ହିଁ ଅଧିକ ଦୁଃଖ ସହିବାକୁ ପଡିଥାଏ ।

ଆମର ହିନ୍ଦୁ ଧର୍ମ ରେ ନାରୀ ଙ୍କୁ ଦେବୀ ରୂପେ ପୂଜା କରାଯାଏ । ସେମାନଙ୍କୁ ଘରର ଲଷ୍ମୀ ମଧ୍ୟ କୁହାଯାଏ। ମହିଳା ମାନଙ୍କୁ ସମ୍ମାନ ଦେବା ହେଉଛି ଭାରତୀୟ ସଂସ୍କୃତିର ମୂଳ ମନ୍ତ୍ର। କିନ୍ତୁ ଏହି ସବୁ ପରେ ମଧ୍ୟ ଲୋକେ ନାରୀ ର ଅପମାନ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି ।

Girl

ଯୁଗ ଯୁଗ ରୁ ମହିଳା ମାନଙ୍କ ର ଋତୁସ୍ରାବ ହେବା ଏକ ସାଧାରଣ କଥା ବୋଲି ହୁଏ ତ ସମସ୍ତେ ଜାଣି ନାହାନ୍ତି, ଶରୀର ଏଇ ସାଧାରଣ ପକ୍ରୀୟା କୁ ନେଇ ମଧ୍ୟ କିଛି ଲୋକେ ମଜାକ ଉଡନ୍ତି । ମାସିକ ଧର୍ମ ବା ପିରିୟଡ଼ ସବୁ ନାରୀ ମାନଙ୍କ ର ଶରୀର ର ଗର୍ଭ ଧାରଣ ର କ୍ଷମତା କୁ ସୂଚାଇ ଥାଏ । 

ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଭିଡ଼ିଓ ଟି ମୂର୍ଖ ଲୋକଙ୍କୁ ଉଚିତ ଶିକ୍ଷା ଦେବାକୁ ତିଆରି କରା ଯାଇଛି । ଏହି ଭିଡ଼ିଓ ରେ ଦେଖା ଯାଇଛି ଯେ ପିରିୟଡ଼ ସମୟରେ ଝିଅ ମାନଙ୍କୁ କେମିତି ହଇରାଣ କରାଯାଏ ଏବଂ ନାରୀ ମାନକ ଉପରେ ଅତ୍ୟାଚାର ରୋକିବା ଏହି ଭିଡ଼ିଓ ର ଉଦେଶ୍ୟ ଅଟେ ।