ଦେଖନ୍ତୁ ଭିଡିଓ: ଷ୍ଟାଡିୟମରେ ମ୍ୟାଚ୍ ଦେଖିବା ବେଳେ ଉତ୍ସାହିତ ହୋଇ ଅନ୍ତବସ୍ତ୍ର ଖୋଲି ସବୁ ଦେଖେଇଦେଲେ ଏହି ଯୁବତୀ

 
Dani banks

ମ୍ୟାଚ୍ ଦେଖିବା ବେଳେ ବ୍ରା ଖୋଲିଲେ ଏହି ମହିଳା । ଅନେକ ସମୟରେ ଷ୍ଟାଡିୟମ୍ କୁ ମ୍ୟାଚ୍ ଦେଖିବାକୁ ଯାଇଥିବା ଲୋକ ମାନେ ଧ୍ୟାନ ଆକର୍ଷଣ କରିବା ପାଇଁ ବିଭିନ୍ନ ପ୍ରକାରର ହରକତ୍ କରିଥାନ୍ତି । ହେଲେ ଏ ମଡେଲଙ୍କର ହରକତ ସମସ୍ତଙ୍କ ଠାରୁ ବଳି ଯାଇଛି ।

Dani banks

ଏହି ମଡେଲ ଜଣଙ୍କ ହେଉଛନ୍ତି ଦାନି ବେଙ୍କସ। ଦାନୀ ମ୍ୟାଚ୍ ଦେଖୁଥିବା ବେଳେ ନିଜର ପସନ୍ଦିତା ଟିମ୍ ରୋଡର୍ସ କୁ ଉତ୍ସାହିତ କରିବା ପାଇଁ ଏଭଳି କାଣ୍ଡ କରିଥିଲେ । ନ୍ୟାସନାଲ୍ ଟିଭିରେ ଲାଇଭ ଚାଲିଥିବା ବେଳେ ଦାନୀ ନିଜର ବ୍ରାକୁ ସର୍ବ ସମ୍ମୁଖରେ ଖୋଲିଥିଲେ । 

ଯେଉଁଥି ପାଇଁ ଏବେ ସୋସିଆଲ ମିଡିଆରେ ବେଶ୍ ଟ୍ରୋଲ ହେବାରେ ଲାଗିଛନ୍ତି ଦାନୀ । ଦାନୀଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ଶ ମାନେ ବିଭିନ୍ନ ପ୍ରକାରର ମତ ପ୍ରକାଶ କରିଛନ୍ତି ।

ଏହାକୁ ନେଇ ଡାନି ବ୍ୟାଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଦାନି କୁହନ୍ତି ଯେ, ଯେତେବେଳେ ମୁଁ ମୋର b ** bs କୁ ଖୋଲି ଦେଉଥିଲି, ସେଠାରେ କୋୖଣସି ପିଲା ଉପସ୍ଥିତ ନଥିଲେ। ମୁଁ ଜାଣିଥିଲି ମୁଁ କ’ଣ କରୁଛି ଏବଂ ମୁଁ ଜାଣିଥିଲି ସେଠାରେ ମୋତେ ଦେଖିବା ପାଇଁ ସେଠାରେ କୋୖଣସି ଛୋଟ ପିଲା ନାହାଁନ୍ତି।