ଦେଖନ୍ତୁ ଭିଡିଓ: MLA ପଦ ହାରିବା ପରେ ହଟ୍ ପିନ୍ଧି ବହେ ନାଚିଲେ ଆପ୍ ବିଧାୟିକା, ହଟ୍ ଲୁକ୍ ଦେଖି ଉଡିଲା ନେତାମନ୍ତ୍ରୀଙ୍କ ହୋସ୍

 
Chahat pandey

ମଧ୍ୟପ୍ରଦେଶର ଦାମୋହ ଆସନରେ ଆମ ଆଦମୀ ପାର୍ଟି ଚାହତ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲା। ଚାହତ ପାଣ୍ଡେ ଜଣେ ଟେଲିଭିଜନ ଅଭିନେତ୍ରୀ । ସେ ଚଳିତ ବର୍ଷ ଜୁନରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ। ଆପ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ପ୍ରଚାର ଜୋରଦାର କରିଥିଲେ । ଆଶା ଥିଲା କି, ସେ କଡ଼ା ଟକ୍କର ଦେବେ । କିନ୍ତୁ ସେ ହାରି ଯାଇଛନ୍ତି।

ଚାହତଙ୍କୁ ଆମ ଆଦମୀ ପାର୍ଟିର ଦମୋହ ବିଧାନସଭା ଆସନରୁ ପ୍ରାର୍ଥୀଭାବେ ନିର୍ବାଚନ ମାଇଦାନକୁ ଓହ୍ଲା ଯାଇଥିଲା। କିନ୍ତୁ ସେ ଏହି ଲଢ଼େଇ ଲକ୍ଷାଧିକ ଭୋଟ ବ୍ୟବଧାନରେ ହାରି ଯାଇଛନ୍ତି। ନିର୍ବାଚନରେ ହାରିଯିବା ଲୋକେ ଚାହତଙ୍କୁ ଟ୍ରୋଲ କରି କହିଛନ୍ତି, 'ଅଭିନୟରେ ହିଟ ରହିଥିବା ଅଭିନେତ୍ରୀ ରାଜନୀତିରେ ଫ୍ଲପ ହୋଇଯାଇଛନ୍ତି।

Chahat pandey

​​​​ତଏବେ ଏହାପରେ ଭାଇରାଲ୍ ହେଉଛି ଆପ୍ ପ୍ରାର୍ଥୀନୀଙ୍କ ଜବରଦସ୍ତ ଭିଡିଓ । ଲଡକା ଆଙ୍ଖ ମାରେ ଗୀତରେ ଆମ୍ ଆଦମୀ ପାର୍ଟିର ଦେଖିବାକୁ ମିଳିଲା ଜବରଦସ୍ତ ଡ୍ୟାନ୍ସ । ଭିଡିଓଟି ଏବେ ଗୋଟିଏ ଫୋନ୍ ରୁ ଆଉ ଗୋଟିଏ ଫୋନ୍ କୁ ବେଶ୍ ସେୟାର ହେବାରେ ଲାଗିଛି । ଯେଉଁଥିରେ ୟୁଜର୍ସ ମାନେ ରଖିଛନ୍ତି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା । କେହି ଏହି ଭିଡିଓଟିକୁ ନେଇ ଖରାପ୍ କମେଣ୍ଟ ଦେଉଥିବା ବେଳେ କେହି କେହି ନୃତ୍ୟକୁ ବେଶ୍ ପସନ୍ଦ କରିଛନ୍ତି ।

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ ଏହି ଆପ ପ୍ରାର୍ଥୀନୀ ଜଣଙ୍କ ହେଉଛନ୍ତି ଚାହତ୍ ପାଣ୍ଡେ । ଚାହତ୍ ମଧ୍ୟପ୍ରଦେଶର ଦମୋହ ବିଧାନ ସଭା ଆସନର ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀନି ଥିଲେ। ଚାହତ୍ ରାଜନୀତିରେ ଏଣ୍ଟ୍ରି ମାରିବା ପୂର୍ବରୁ ଜଣେ ଅଭିନେତ୍ରୀ ଥିଲେ । ସେ ଅନେକ ଟିଭି ଶୋରେ ମଧ୍ୟ କାମ କରିଛନ୍ତି ।

ସେ ପ୍ରାୟ ୧୭ ବର୍ଷ ବୟସରୁ ଟିଭି ସୋ ପବିତ୍ର ବନ୍ଧନରୁ ନିଜର ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିଲେ । ବିଶେଷ କରି ଜଣେ ଅଭିନେତ୍ରୀ ଭାବେ ଗୀତରେ ନାଚିବା ଓ ଏହାକୁ ସୋସିଆଲ ମିଡ଼ିଆରେ ସେୟାର କରିବା କିଛି ବଡ କଥା ନୁହେଁ । ଯାହା ଏବେ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ କରୁଛନ୍ତି । ତେବେ ଏ ଭିଡିଓଟି କେଉଁ ସମୟର ତାହା ମଧ୍ୟ ଜଣା ପଡି ନାହିଁ ।