ଭଏସ ବଦଳାଇ ନିଜକୁ ଶିକ୍ଷୟତ୍ରୀ କହି ଛାତ୍ରୀଙ୍କୁ ଡାକି ଶାରୀରିକ ସମ୍ବନ୍ଧ ରଖୁଥିଲା ଯୁବକ, ଜାଣନ୍ତୁ ପୁରା ଘଟଣା

 
Chatri

ଦୁଷ୍କର୍ମର ଶୀକାର ହେଲେ ସାତ ଜଣ ଛାତ୍ରୀ ! ଶିକ୍ଷୟତ୍ରୀର ମୁଖା ପିନ୍ଧି ଏକ ଯୁବକ ଘଟାଇଛନ୍ତି ଏଭଳି ଏକ କାଣ୍ଡ । ଯାହା ପରେ ଛାତ୍ରୀ ମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଛାତ୍ରୀଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତକୁ ଗିରଫ କରିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳ ଠାରେ । ସେହି ଅଞ୍ଚଳର ଆଦିବାସୀ ବର୍ଗର ସାତ ଜଣ ଛାତ୍ରୀ ଆଣିଛନ୍ତି ଦୁଷ୍କର୍ମର ଅଭିଯୋଗ । ତାଙ୍କ କହିବା ଅନୁସାରେ ଏକ ଯୁବକ ତାଙ୍କୁ ମହିଳାଙ୍କ ଭଏସରେ ତାଙ୍କର ଛାତ୍ରବୃତ୍ତି ଆସିଛି କହି ତାଙ୍କୁ ବିଦ୍ୟାଳୟ ଡାକିଥିଲେ । ପୋଲିସ ସୂଚନା ଅନୁସାରେ ଯୁବକଟିର ନାମ ହେଉଛି ବ୍ରଜେଶ ପ୍ରଜାପତି ।

A

ଯାହା ପରେ ସେମାନେ ସେଠାରେ ପହଞ୍ଚିଥିଲେ । ମାତ୍ର ଛାତ୍ରି ମାନେ ସେଠାରେ ପହଞ୍ଚିବାରୁ ଯୁବକଟି ସେମାନଙ୍କୁ ତାଙ୍କ ବିଦ୍ୟାଳୟର ଏକ ଶିକ୍ଷୟତ୍ରୀଙ୍କ ପୁଅ କହି ଛାତ୍ରୀ ମାନଙ୍କୁ ନିଜ ସହ ନେଇ ଯାଇଥିଲେ । ପରେ ରାସ୍ତାରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ । 

ଯାହା ପରେ ଛାତ୍ରୀ ମାନେ ଥାନର ଦ୍ୱାରସ୍ଥ ହେବାରୁ ପୋଲିସ ଅଭିଯୁକ୍ତ ବ୍ରଜେଶକୁ ଗିରଫ କରିଛି । ସିଦ୍ଧି ଏସପିଙ୍କ ସୁଚନ ଅନୁଯାୟୀ ଅଭିଯୁକ୍ତ ଜଣକ ଦୁଷ୍କର୍ମ କରିଛି ବୋଲି ସ୍ବୀକାର କରିବାରୁ ତାଙ୍କୁ କୋର୍ଟ ଚାଲାଣ କରା ଯାଇଛି ।