ମହିଳା ଅପରାଧୀଙ୍କୁ ପୋଲିସ ଧରି ପାରିଲା ନାହିଁ, ଧରିବା ପାଇଁ ଦେଶର ସୀମାରୁ ଆସିଲେ ଭାରତୀୟ ଯବାନ, ଆଉ ତାପରେ...

 
Mahila aparadhi

ଅପରାଧୀ ମହିଳାଙ୍କୁ ଧରି ପାରିଲାନି ପୋଲିସ୍ । ମହିଳା ଜଣକ ଏତେ ଚତୁର ଥିଲେ ଯେ ପୋଲିସ୍ ନଜରରୁ ବି ଖସି ଯାଇଥିଲେ । ହେଲେ ଧରା ପଡିଗଲେ ଭାରତୀୟ ଯବାନ ଙ୍କ ହାତରେ । ଭାରତୀୟ ଯବାନଙ୍କ କଥା ହିଁ କିଛି ଅଲଗା । ଜିରାରୁ ଶିରା କାଢିବା କ୍ଷମତା ରହିଛି ଭାରତୀୟ ସେନାଙ୍କ ପାଖରେ ।

ଘଟଣାଟି ଆପଣ ବି ଯଦି ଜାଣିବେ ତେବେ ଆଶ୍ଚର୍ୟ୍ଯ ହୋଇଯିବେ । କାରଣ ଏଭଳି ଘଟଣା ଓ ମଣିଷ ମାନେ ସମାଜ ପାଇଁ ଅଭିଶାପ ଅଟନ୍ତି । ଘଟଣାଟି ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶ କାନପୁର ଅଞ୍ଚଳରେ ।

Mahila

ସେଠାରେ ରାଜେଶ ଓ ପିଙ୍କି ନାମକ ଦୁଇ ଜଣ ଦମ୍ପତ୍ତି ରହୁଥିଲେ । ସେମାନେ ୨୦୧୨ ମସିହାରେ ବିବାହ କରିଥିଲେ । ତାଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛି । ରାଜେଶ ଜଣେ ସରକାରୀ ଶିକ୍ଷକ ଅଟନ୍ତି । ରାଜେଶଙ୍କର ସ୍ଵପ୍ନ ରହିଥିଲା ସେ ତାଙ୍କ ପରିବାର ପାଇଁ ଏକ ସୁନ୍ଦର ଘର ବନାଇବେ ।

ହେଲେ ସେ ଜାଣି ନ ଥିଲେ ଏହି ଘର ଵନାଇବା ହିଁ ତାଙ୍କ ଜୀବନ । ରାଜେଶ ତାଙ୍କ ନୂଆ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏଥି ପାଇଁ ସେ ସୈଳେନ୍ଦ୍ର ନାମକ ଜଣେ ରାଜମିସ୍ତ୍ରୀ କୁ କାମ କରିବା ପାଇଁ ବାଛି ଥିଲେ । ସେ ରାଜେଶ ଙ୍କ ଘରକୁ ପ୍ରତିଦିନ କାମ କରିବା ପାଇଁ ଆସୁଥିଲେ । ଯାହା ପରେ ହୋଇଯାଏ ଏପରି କିଛି ।

ସୈଳେନ୍ଦ୍ର ଦେଖିବାକୁ ବହୁତ୍ ସୁନ୍ଦର୍ ଥିଲେ । ଧୀରେ ଧୀରେ ପିଙ୍କି ତାଙ୍କୁ ଭଲ ପାଇ ବସନ୍ତି । ଦିନେ ସୈଳେନ୍ଦ୍ର ଓ ପିଙ୍କିଙ୍କ ଚୋରା ପିରତି ଧରା ପଡ଼ିଯାଏ ରାଜେଶ ଙ୍କ ହାତରେ । ଯାହା ପରେ ସେ ସୈଳେନ୍ଦ୍ର ଙ୍କୁ କାମରୁ ବାହାର କରି ଦିଅନ୍ତି ।

Couple

ପରେ ରାଗ ବଢି ଯାଏ ସ୍ତ୍ରୀ ପିଙ୍କିଙ୍କର । ସେ ଲୋକ ଲଗାଇ ଆକ୍ସିଡେଣ୍ଟ କରାଇ ସବୁ ଦିନ ପାଇଁ ମାରି ଦିଅନ୍ତି ନିଜ ସ୍ବାମୀଙ୍କୁ । ପୋଲିସ୍ ର ଛାନ ଭିନ ରେ କିଛି ମୁହଁ ଖୋଲି ନ ଥିଲେ ସ୍ତ୍ରୀ ।

ହେଲେ ପବନ, ଭାରତୀୟ ଯବାନ ଯେତେବେଳେ ନିଜ ଦାଦାଙ୍କ ୧୦ କୁ ଆସନ୍ତି ସେତେବେଳେ ତାଙ୍କର ସନ୍ଦେହ ହୁଏ । ଯାହା ପରେ ସେ ଘଟଣାର ତର୍ଜମା କରନ୍ତି ଓ ସବୁ ସତ ଜାଣି ପାରନ୍ତି । ଯାହା ପରେ ସେ ପୋଲିସ କୁ ସବୁ ପ୍ରମାଣ ଦିଅନ୍ତି । ଏବେ ସ୍ବାମୀଙ୍କୁ ହତ୍ୟା କରିଥିବା ଅପରାଧରେ ପିଙ୍କିକୁ ଗିରଫ କରିଛି ପୋଲିସ୍ ।