ପରିକ୍ଷା ଖାତାରେ ଏମିତି କିଛି ଲେଖିଦେଲେ ଛାତ୍ର ସାର୍ ପଢିଲା ପରେ ମୁଣ୍ଡରେ ହାତମାରି ବସିଲେ, ଆଉ ତାପରେ...

 
Student teacher
ପରୀକ୍ଷା ଖାତାରେ କିଛି ଏପରି ଲେଖିଲେ ଯାହା ଦେଖି ଶିକ୍ଷକ ହେଲେ ଆଶ୍ଚର୍ଯ୍ୟ ! ପରୀକ୍ଷା ଖାତା ହେଲା ଭାଇରାଲ୍ । ଏପରି ଏକ ଘଟଣା ଦେଖିବାକୁ ମିଳୁଛି ସୋସିଆଲ ମିଡ଼ିଆରେ । ବିହାର ବୋର୍ଡ ପରୀକ୍ଷାରେ ଦେଖିବାକୁ ମିଳିଛି ଏପରି ଏକ ପରୀକ୍ଷା ଖାତା । ଏହି ପରୀକ୍ଷା ଖାତାଟିରେ ଛାତ୍ର ଜଣକ ସଠିକ୍ ଉତ୍ତର ଲେଖିବା ବଦଳରେ ଏପରି କିଛି ଲେଖିଛନ୍ତି । ଯାହା ଏବେ ବେଶ୍ ଭାଇରାଲ୍ ।

Student

ବୋର୍ଡ ପରୀକ୍ଷା ଖାତା ହେଲା ଭାଇରାଲ୍ । ପରୀକ୍ଷା ଦେବାକୁ ଆସିଥିବା ଛାତ୍ର ଜଣକ ନିଜ ଖାତାରେ ଏମିତି କିଛି ଲେଖିଥିଲେ । ଛାତ୍ର ଜଣଙ୍କ ଲେଖିଥିଲେ ସାର୍ ମୋ ବାପାଙ୍କ ଦେହ ବହୁତ୍ ଖରାପ୍ ଅଛି । ସେଥି ପାଇଁ ମୁଁ କିଛି ଭଲରେ ପଢ଼ି ପାରି ନାହିଁ । ଏପରିକି ମୋ ଦେହ ମଧ୍ୟ ଭଲ ନାହିଁ । ହେଲେ ତା ପରେ ବି ମୁ ପରୀକ୍ଷା ଦେବାକୁ ଆସିଛି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ସାର୍ ମୋତେ ଏଥି ପାଇଁ ପ୍ଲିଜ୍ ଟିକେ ଭଲ ମାର୍କ ଦେବେ । ମୋ ପରିସ୍ଥିତି ବହୁତ୍ ଖରାପ ଅଛି । ଶିକ୍ଷକ ଜଣଙ୍କ ଏପରି ଏକ ପରୀକ୍ଷା ଖାତା ଦେଖିବା ପରେ ପୁରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

Paper

ଯାହା ପରେ ସେ ଖାତାଟିକୁ ସମସ୍ତ ଷ୍ଟାଫ୍ ମାନଙ୍କୁ ଡକାଇ ଦେଖାଇଥିଲେ । ଏବଂ କେହି ଜଣେ ଏହି ଖାତାର ଫଟୋ ଉଠାଇ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।