ବାତ୍ୟା 'ତୌକତେ' ଉଜାଡିଦେଲା ମୁମ୍ବାଇ ଓ ଗୁଜରାଟର ରୂପ, କ୍ଲିକ କରି ଦେଖନ୍ତୁ ଫଟୋ କେମିତି ଥିଲା ବାତ୍ୟାର ପ୍ରଭାବ

 
ବାତ୍ୟା 'ତୌକତେ' ଉଜାଡିଦେଲା ମୁମ୍ବାଇ ଓ ଗୁଜରାଟର ରୂପ, କ୍ଲିକ କରି ଦେଖନ୍ତୁ ଫଟୋ କେମିତି ଥିଲା ବାତ୍ୟାର ପ୍ରଭାବ

ସୋମବାର ରାତିରେ ଗୁଜୁରାଟର ସୌରାଷ୍ଟ୍ରର ଉପକୂଳରେ ବାତ୍ୟା ଲ୍ୟାଣ୍ଡ ଫଲ୍ କରିଥିଲା। ଏହି ସମୟ ମଧ୍ୟରେ ପବନ ଘଣ୍ଟା ପ୍ରତି 185 କିଲୋମିଟର ବେଗରେ ଗତି କରିଥିଲା। ଏହାପୂର୍ବରୁ ଏହି ଘୂର୍ଣ୍ଣିବଳୟ ଯୋଗୁଁ ମୁମ୍ବାଇରେ ପ୍ରବଳ ବର୍ଷା ହୋଇଥିଲା ଏବଂ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ଗୁଜୁରାଟର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିଥିଲା। ଗୃହମନ୍ତ୍ରୀ ଅମିତ ଶାହା ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି। ବାତ୍ୟା ପ୍ରଭାବରୁ ଅନେକ ଧନ ଜୀବନ ନଷ୍ଟ ହୋଇଛି, ଆସନ୍ତୁ ଦେଖିବା ସେଇ ଭିତରୁ ବାତ୍ୟାର ତାଣ୍ଡବର ଦୃଶ୍ୟ-