ବାଂଲାଦେଶରୁ ହସିନାଙ୍କ ବିଦା ପରେ ଭାରତ ପାଇଁ ବଡ଼ ବିପଦ ଆଣୁଛନ୍ତି ହସିନା, ଜାଣନ୍ତୁ ପୁରା ଖବର

 
Hasina

ଯିଏ ଦିନେ ଦେଶର ପ୍ରଧାନମନ୍ତ୍ରୀ ଠିକ୍ ଆଜି ତାଙ୍କୁ ସଟ୍ ପଡୁଛି ଟଙ୍କା ! କଥାରେ ଅଛି ପରା ଆଜି ଯିଏ ରାଜା କାଲି ସେ ଫକିର । ଆଉ ଆଜି ଯିଏ ଫକୀର ହୁଏ ତ କାଲି ସେ ରାଜା ହୋଇପାରେ । ଠିକ୍ ଏଭଳି କିଛି ଦେଖିବାକୁ ମିଳିଛି ବାଂଲାଦେଶର ପ୍ରଧାମନ୍ତ୍ରୀଙ୍କ କ୍ଷେତ୍ରରେ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ବର୍ତ୍ତମାନ ବାଂଲାଦେଶର ପରିସ୍ଥିତି ବିଷୟରେ ତ ଆପଣ ଅଳ୍ପ ବହୁତେ ଅବଗତ ଥିବେ । ବାଂଲାଦେଶରେ ଦଙ୍ଗା ଆରମ୍ଭ ହେବା ପରେ ପରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଆସିଥିଲେ । ଭାରତର ଗାଜିଆବାଦ୍ ସହରରେ ରହୁଥିଲେ । ପରେ ଲଣ୍ଡନ ଅଭିମୁଖେ ମଧ୍ୟ ଯାତ୍ରା ଆରମ୍ଭ କରିଥିଲେ ।

Ay

ଭାରତ ଛାଡ଼ିବା ପୂର୍ବରୁ ହସିନା ଏୟାର୍ ହୋଷ୍ଟେଜ୍ ମଲ୍ ରୁ କିଛି ସପିଙ୍ଗ କରିଥିଲେ । ଆଉ ଯେଉଁଠାରେ ତାଙ୍କ ପାଖରେ ପଇସାର କମି ଦେଖିବାକୁ ମିଳିଥିଲା । ତେବେ ସେ ମୋଟ ୩୦୦୦୦ ଟଙ୍କାର ସପିଙ୍ଗ କରିଥିଲେ ।

ପ୍ରଥମେ ତ ସେ ଇଣ୍ଡିଆନ ରୁପିରେ ପେ କରିଥିଲେ । କିନ୍ତୁ ଟଙ୍କା ସର୍ଟ ପଡ଼ିଥିଲା । ଯାହାପରେ ସେ କରିଥିଲେ ବାଂଲାଦେଶ ମନିରେ ଟଙ୍କା ପେ କରିଥିଲେ । ସୂଚନା ଅନୁଯାୟୀ , ସେ ବାଂଲାଦେଶରୁ ଭାରତ ଆସିବା ସମୟରେ ନିଜ ସହ ୪ ଟି ସୁଟକେଶ ଆଣି ଆସିଥିଲେ । ତେବେ ବାଂଲାଦେଶରେ ତାଙ୍କର ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଛି ।