ସରକାର ଦେଲେ ଖୁସି ଖବର, ଏମାନଙ୍କୁ ଦେଉଛନ୍ତି ୧୦୦୦ ଟଙ୍କା, କିପରି ଚେକ୍ କରିବେ ଜାଣନ୍ତୁ

 
E sharm card

​​​​​କଣ ଆପଣ ବି ଏ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରିନାହାନ୍ତି ? ଯଦି କରିନାହାନ୍ତି ତେବେ ସରକାର ଙ୍କ ଦ୍ଵାରା ମିଳିବା ଫାଇଦା ରୁ ବଞ୍ଚିତ ହେଇପାରନ୍ତି ଆପଣ ।ଯେଉଁଥିରେ ରେଜିଷ୍ଟର କରି ଆପଣ ମାସିକ ଆର୍ଥିକ ଭତା ପାଇବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ପାଇପାରିବେ ।ତେବେ ଆସନ୍ତୁ ଜନିନେବା ଆମେ ଆପଣକୁ କେଉଁ ବିଷୟରେ କହୁଛୁ।

ଭରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ତରଫରୁ ୨୬ ଅଗଷ୍ଟ ୨୦୨୧ ମସିହା ରେ ଆରମ୍ଭ କରାଯାଇଥିଲା  ଇ-ଶ୍ରମ ପୋଟାଲ। ଏହାର ଉଦ୍ଦେଶ୍ୟ ଥିଲା ଅସଂଗଠିତ  କ୍ଷେତ୍ରରେ ଥିବା ଶ୍ରମିକ ମାନଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା ପ୍ରସ୍ତୁତ କରିବା । ଅସଂଗଠିତ ଶ୍ରମିକ ମାନେ ସାଧାରଣତଃ ଅନ୍ୟ କୌଣସି କ୍ଷେତ୍ରରୁ ସୁବିଧା ସୁଯୋଗ ପାଇପାରିନଥାନ୍ତି।ତେଣୁ କରି ସରକାର ସେମାନଙ୍କୁ ସହଯୋଗ କରିବା ନିମନ୍ତେ ଏହି ବ୍ୟବସ୍ଥା ର ଆରମ୍ଭ କରିଛନ୍ତି।

ଏହି ଯୋଜନା ଅନୁସାରେ ଇ-ଶ୍ରମ ହିତାଧିକାରୀ ମାନଙ୍କୁ ମାସିକ ସର୍ବନିମ୍ନ ୫୦୦ ରୁ ୧୦୦୦ ଟଙ୍କା ଭତା ଦେବାର ବ୍ୟବସ୍ଥା କରାଯାଇଛି ।ଏହି ଯୋଜନା ରେ ପାଖାପାଖି ୨୦ କୋଟି ଲୋକ ନିଜକୁ ସାମିଲ କରିଛନ୍ତି ଯେଉଁଥିରେ ବିଭିନ୍ନ ରାଜ୍ୟର ଲୋକମାନେ ମଧ୍ୟ ରହିଛନ୍ତି। ସରକାରଙ୍କ ତରଫରୁ ଇ-ଶ୍ରମ ପୋଟାଲ ରେ ରେଜିଷ୍ଟର କରୁଥିବା ଲୋକ ମାନଙ୍କର ତଥ୍ୟ ଯାଞ୍ଚ କରି ବାସ୍ତବ ହିତାଧିକାରୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁ ମାନଙ୍କ ଖାତାକୁ ମାସିକ ଭତା ଛଡାଯିବ।

Fgvby

 

ଆସନ୍ତୁ ଜାଣିନବା ଇ-ଶ୍ରମ କାର୍ଡ ଆବେଦନ ପାଇଁ କଣ ପ୍ରକ୍ରିୟା ଓ ତଥ୍ୟ ର ଆବଶ୍ୟକତା ରହିଛି।

ଏହାର ଆବେଦନ ପାଇଁ ଆପଣଙ୍କ ଆଧାର କାର୍ଡ ର ନମ୍ବର ଓ ବ୍ୟାଙ୍କ ରେ ଖାତା ଥିବାର ଆବଶ୍ୟକତା ରହିଛି।

ଯୋଗ୍ୟତା -

  • ବୟସ -୧୬ରୁ ୫୬ ଭିତରେ ହୋଇଥିବା ଆବଶ୍ୟକ।
  • ଅସଂଗଠିତ କ୍ଷେତ୍ରର ଶ୍ରମିକ ହୋଇଥିବା ଆବଶ୍ୟକ ।
  • ସରକାରଙ୍କ ଅନ୍ୟ କୌଣସି ଯୋଜନା ରେ ଅନ୍ତର୍ଭୂକ୍ତ ହୋଇନଥିବେ।
  • ଇପିଏଇ ଓ ଏନପିଏସର ସଦସ୍ୟ ହୋଇନଥିବା ଆବଶ୍ୟକ ।

ତେବେ ଜାଣି ନିଅନ୍ତୁ ଯୋଗ୍ୟ ତାଲିକାରେ ନିଜ ନାମକୁ କିପରି ସର୍ଚ୍ଚ କରିବେ ?

ପ୍ରଥମେ HTTPS//UPSSB.IN/ website କୁ ଓପନ କରନ୍ତୁ।ଅପ୍ସନ୍ ରେ ଥିବା ଶ୍ରମ କାର୍ଡ ରେ କ୍ଲିକ୍ କରି ନିଜ  ରେଜିଷ୍ଟର ମୋବାଇଲ ନମ୍ବର ଏଣ୍ଟର କରନ୍ତୁ।ଯାହା ପରେ  ଆପଣଙ୍କ ମୋବାଇଲ କୁ ଏକ OTP ଆସିବ ଉକ୍ତ OTP କୁ ସେୟାର କରନ୍ତୁ। ଏବେ ଆପଣ ନିଜ ନାମ ତାଲିକାରେ ଅଛି କି ନାହିଁ ଜାଣିପାରିବେ।