ଜନ୍ମ ଦେଇଥିବା ମା'ର ସଉତୁଣୀ ସାଜିଲା ଝିଅ, ପୁଅ ପାଇବା ଆଶାରେ ଝିଅକୁ ବାହା ହେଲେ ବାପା, ଆଉ ତାପରେ...

 
Maa bapa jhia

ସମାଜ ଯେତେ ବି ଆଗକୁ ଯାଉନା କାହିଁକି ଲୋକେ ଯେତେ ବି ଶିକ୍ଷିତ ହୁଅନ୍ତୁ ନା ଙ୍କାହିଁକି ହେଲେ ଆଜିବି ଗୋଟେ ପରିବାର ର ଆଶା ପୁତ୍ର ସନ୍ତାନ ପାଇଁ ହିଁ ରହିଛି ଏମିତି ନୁହେଁ କି ଝିଅ ମାନେ କେଉଁ କ୍ଷେତ୍ରରେ କମ୍ ରେ ଅଛନ୍ତି । କି ପଛୁଆ ଅଛନ୍ତି ଦେଖିବାକୁ ଗଲେ ଏକ ପ୍ରକାରର ଠିକ୍ ରହିଛି ସବୁ ହେଲେ ଦ୍ରିଘ ଦିନର ପିତୃ କୈନ୍ଦ୍ରିକ ମାନସିକ ତଳେ ବଞ୍ଚୁଥିବା ଲୋକେ ଝିଅ ର ସାମର୍ଥ୍ୟ କୁ ନେଇ ଆଜି ବି ପ୍ରଶ୍ନ କରନ୍ତି ।ଚାଲନ୍ତୁ ଆଜି ଏପରି ଏକ କାଳ୍ପନିକ ଘଟଣା ବିଷୟରେ ଜାଣିବା ଯାହାକୁ ପଢ଼ିବା ପରେ ହୁଏତ ଆମମାନଙ୍କ ଭାବନରେ ଝିଅ ମାନଙ୍କୁ ନେଇ ଏକ ନୂତନ ଆଶା ଜାଗି ଉଠିବ।

କୁ

ଏ କାହାଣୀଟି ହେଉଛି ବିକ୍ରମ ଓ ପବିତ୍ରା ର ଦୁହେଁ ସଂପର୍କ ରେ ସ୍ବାମୀ ସ୍ତ୍ରୀ ଅଟନ୍ତି ବିବାହ ପରର ଦାମ୍ପତ୍ୟ ଜୀବନ ବେଶ୍ ହସ ଖୁସି ରେ ଚାଲିଥାଏ ଦୁଇ ଜଣକର ଏଥି ମଧ୍ୟରେ ବିଭାହକୁ ପ୍ରାୟ ୨ବର୍ଷ ବିତି ଯାଇଥିଲେ ମଧ୍ୟ ପବିତ୍ରା ଏ ଯାଏ ମା ହେବାର ସୁଖ ପାଇନଥାଏ ଯେଉଁଥି ପାଇଁ ପଡା ପଡୋଶୀ ଏପରିକି ନିଜ ଶାଶୁ ଠାରୁ ମଧ୍ୟ ତାକୁ ଅନେକ ନିନ୍ଦା ଶୁଣିବାକୁ ପଡେ।ଦୁଃଖତ ସେତେବେଳେ ତାର ବଢ଼ିଗଲା ଯେତେବେଳେ ତାର ସ୍ବାମୀ ସବୁ ଦୋଷ ତା ମୁଣ୍ଡ ଉପରେ ଲଦିଦେଲେ ।ସ୍ବାମୀ ଓ ସାଶୁର ନାନା କଥା  ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଲା।

ଅନେକ ଦିନ ପରେ ଠାକୁରଙ୍କ କୃପାରୁ ଏଥର ପବିତ୍ରା ମା ହେବାର ସୌଭାଗ୍ୟ ପାଇଲେ ।ତାର ଖୁସି କହିଲେ ନା ସରେ ହେଲେ ଏହା ବେସୀ ଦିନ ନଥିଲା ଆଜ୍ଞା ,କାରଣ ପବିତ୍ରା ର ସ୍ବାମୀ ଓ ଶାଶୁଙ୍କୁ  କେବଳ ଆଉ କେବଳ ପୁତ୍ର ସନ୍ତାନ ହିଁ ଦରକାର ଥିଲା ,ଯେମିତି କି ଏ ପବିତ୍ରା ର ହାତର କଥା ଭଗବାନଙ୍କର ରଚନା ବି ନିଆରା ।ପବିତ୍ରା ର ଝିଅ ଟିଏ ହିଁ ହୁଏ ।ଯାହା ଶୁଣିବା ମାତ୍ରେ ତାର ସ୍ବାମୀ ଓ ଶାଶୁ ଡାକ୍ତର ଖାନରେ ତାକୁ ଏକୁଟିଆ ଛାଡ଼ିଦେଇ ହିଁ ପଳେଇ ଆସନ୍ତି।

ପୁଅଟିଏ ପାଇବା  ଆଶାରେ ପବିତ୍ରା ପ୍ରାୟ ୫ଟି ଝିଅ ସନ୍ତାନ ର ମା ହୋଇସାରିଲାଣି ,ବାରମ୍ବାର ଝିଅ ସନ୍ତାନ ଜନ୍ମ ଦେଉଥିବାରୁ ଶାଶୁ ଘରେ ତାର ଜୀବନ ଯେମିତି ନର୍କ ହୋଇସାରିଲାଣି ହେଲେ କଣ ବା କରିବ ସିଏ ଭାଗ୍ୟକୁ ଆଦେରି ପଡ଼ିରହିଥାଏ । କିଛି ଦିନ ପରେ ହଟାତ୍ ପବିତ୍ରା ଜାଣିବାକୁ ପାଏ ସେ ଫୁଣି ମା ହେବାକୁ ଯାଉଛନ୍ତି ,ପବିତ୍ରା ମାନେ ମାନେ ଭଗବାନ ଙ୍କୁ କହୁଥାଏ ପ୍ରଭୁ ଏଥରକ କିନ୍ତୁ ମୋତେ ପୁତ୍ର ସନ୍ତାନ ଟେ ଦେବ ଯେଉଁଥି ପାଇଁ ମୁଁ ମୋ ସ୍ବାମୀ ଓ ଶାଶୁ କୁ ଖୁସି କରିପାରିବି ଭଗବାନ କୁ ଡାକି ଡାକି ପିଲାକୁ ଜନ୍ମ ଦିଏ ପବିତ୍ରା ଭାଗ୍ୟ ର ବିଡମ୍ବନା ଏଥରକ ବି ଝିଅ ସନ୍ତାନ ଟିକୁ ଜନ୍ମ ଦିଏ ପବିତ୍ରା  ସ୍ବାମୀ ଓ ଶାଶୁ ର ଭୟରେ ନିଜ ଛାତିରେ ପଥର ରଖି ସେ  ଝିଅଟିକୁ ମେଡିକାଲ ର ସନ୍ତାନ ହିନ ମା କୁ ଦେଇ ଦେଇ ଆସେ ।

Father daughter

ଏପଟେ ପବିତ୍ରା ର ଫୁଣିି ଝିଅ ହୋଇଛି ଶୁଣି ତାର ସ୍ବାମୀ ସବୁଦିନ ପାଇଁ ଘର ଛାଡ଼ି ପାଳନ୍ତି । ପବିତ୍ରା ଉପାୟ ଶୂନ୍ୟ ହୋଇ ସ୍ବାମୀ ର ବାଟକୁ ଚାହିଁ ପଡିରହି ଥାଏ । ଏଥି ମଧ୍ୟରେ ପ୍ରାୟ ୧୮ବର୍ଷା ବିତିଗଲାଣି ହଟାତ୍ ଦିନେ ତା ସ୍ବାମୀ ର ଫୋନ୍ ଆସେ ପବିତ୍ରା ପାଖକୁ ସ୍ୱାମୀର ଫୋନ୍ ଆସିବେ ରେ ବେଶ୍ ଖୁସି ଥାଏ ପବିତ୍ରା ହେଲେ ଫୋନ ର କାରଣ ଜାଣିବା ପରେ ପବିତ୍ରା ର ପାଦ ତଳୁ ମାଟି ଖସିଯାଏ।ବିକ୍ରମ ଏଥର ୨ୟ ବିବାହ ର ନିଷ୍ପତି ନେଇଛନ୍ତି ଘରେ ବିବାହର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି କଣ ବା କରିବ ପବିତ୍ରା ଚୁପ୍ ଚାପ୍ ଦେଖୁଥାଏ ସବୁ ।

ବିବାହ ନିମନ୍ତେ ଘରକୁ ଆସନ୍ତି ବିକ୍ରମ ।ସାଙ୍ଗରେ ମୁକ୍ତା ଓ ତା ମଧ୍ୟ ଆସିଥାନ୍ତି ମୁକ୍ତା ର ବୟସ ୧୮ବର୍ଷ ,ମୁକ୍ତା କୁଁ ବିବାହ କରିବେ ବିକ୍ରମ ମୁକ୍ତା ର ମା କୁ ଦେଖି ହଟାତ୍ ଆଶ୍ଚର୍ଯ୍ୟ ହୋଇପଡେ ପବିତ୍ରା କାରଣ ମୁକ୍ତା ର ମା ହେଉଛି ସିଏ ଯାହାକୁ ଦିନେ ପବିତ୍ରା ତାର ଝିଅକୁ ଟେକି ଦେଇଥିଲା ,ମୁକ୍ତା ମାଙ୍କ ସହିତ କଥା ହେବା ପରେ ପବିତ୍ରା ଜାଣେ ମୁକ୍ତା ହେଉଛି ତାର ଓ ବିକ୍ରମ ର ଝିଅ ।ମୁକ୍ତା ର ପରିଚୟ ପାଇଲା ପରେ ବିକ୍ରମ ର ମୁଁହ ଲଜ୍ୟା ରେ ନଇଯାଏ ପୁଅ ପାଇବା ଆଶାରେ ନିଜ ଝିଅକୁ ବିବାହ କରିବାକୁ ଯାଉଥିଲା ବିକ୍ରମ ଏ କଥାର ପ୍ରାୟଶ୍ଚିତ କିପରି କରିବା ଭାବି ଭାବି ବିକ୍ରମ ଆଖିରେ ନିଦ ନାହିଁ ଶେଷରେ ନିଜ ଭୁଲ ବୁଝିପାରି ନିଜ ସ୍ତ୍ରୀ ଆଉ ଝିଅକୁ ଆପଣାଇ ନିଏ ବିକ୍ରମ ।ସେଇ ଦିନ ଠାରୁ ବିକ୍ରମ ମନରୁ ଝିଅ ପୁଅର ଭେଦ ଭାବ ସଂପୂର୍ଣ୍ଣ ଦୂରେଇ ଯାଏ ।