ଭାରତ ଠାରୁ ପ୍ରତିଶୋଧ ନେବା ପାଇଁ ସ୍ୱପ୍ନ ଦେଖିବା ସହିତ ଯୋଜନା ବନାଇଲେଣି ଆତଙ୍କବାଦୀ, ଜାଣନ୍ତୁ କଣ ରହିଛି ପ୍ଲାନ୍

 
Atankwadi

ଭାରତ ଆଉ ପାକିସ୍ତାନ ଦେଶ ମଧ୍ୟରେ ହେଉଥିବା ବିବାଦକୁ ନେଇ ଅନେକ ଖବର ଏବେବି ଆସୁଛି । ଏବେ ଖବର ଆସୁଛି କି ପାକିସ୍ତାନ ଗାତରୁ ବାହାରିଲେଣି ଆତଂକବାଦୀ । ଲସ୍କର -ଏ -ତୈବା, ହିଜବୁଲ ମୁଜାହିଦ୍ଦିନର ଆତଙ୍କୀ ଏକାଠି ହେଲେ । ଏବେ ଆତଙ୍କବାଦ ବୈଠକ ହୋଇଛି ବୋଲି ସୂଚନା ମିଳିଛି । ଗାତରୁ ବାହାରି ଆତଙ୍କବାଦୀ ବୈଠକ ପାଇଁ ଡାକିଲେ । 

ଜୈଶ-ଏ-ମହମ୍ମଦ ଅଧ୍ୟକ୍ଷତାରେ ବସିଲା ଆତଙ୍କୀ ବୈଠକ । ଏବେବି ପାକିସ୍ତାନ ଆତଂକବାଦୀମାନେ ଭାରତ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ଆଉ ଭାରତ ଠାରୁ ପ୍ରତିଶୋଧ ନେବା ପାଇଁ ଅନେକ ସ୍ବପ୍ନ ବି ଦେଖୁଛନ୍ତି । ଭାରତ ଆଉ ପାକିସ୍ତାନ ମଧ୍ୟରେ ବିବାଦ ହୋଇଥିଲା । ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ଅନେକ ଆତଂକବାଦୀଙ୍କର ମୃ-ତ୍ୟୁ ହୋଇଥିଲା । ଯେଉଁ ଆତଙ୍କବାଦୀ ମାନେ ଏହି ଅପରେସନରେ ଲୁଚି ରହିଥିଲେ । 

ଏବେ ସେମାନେ ବାହାରକୁ ବାହାରି ଆସିଛନ୍ତି । ଆଉ ସେମାନେ ଏବେ ଭାରତ ଠାରୁ ପ୍ରତିଶୋଧ ନେବାକୁ ଅନେକ ଯୋଜନା କରିବା ସହ ବୈଠକ ଅନୁଷ୍ଠିତ କରୁଛନ୍ତି । ଅପରେସନ ସିନ୍ଦୂରର ସଫଳତା ପରେ ଏବେ ପାକିସ୍ତାନ ଆତଙ୍କବାଦୀ ମାନେ ପୁଣି ଭାରତ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ପାକିସ୍ତାନର ବିଭିନ୍ନ ରାଜ୍ୟରେ ସକ୍ରିୟ ଥିବା ଆତଂକବାଦୀ ଏହି ବୈଠକରେ ସାମିଲ ହୋଇଥିଲେ । ଭାରତ ଏବେ ଅପରେସନ ସିନ୍ଦୂର ଶେଷ କରିଛି । 

ଯଦି ଏବେ ପାକିସ୍ତାନ ପକ୍ଷରୁ କିଛି ବି ଆତଙ୍କବାଦୀ ହମାଲା ହୁଏ ତାହେଲେ ଏହା ଯୁଦ୍ଧର ଘୋଷଣା ବୋଲି ମାନି ନିଆଯିବ । ଭାରତୀୟ ସେନା କୌଣସି ବି ହମାଲାର ଜବାବ ଦେବା ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି । ଭାରତୀୟ ସେନା ପାକିସ୍ଥାନକୁ ଉଚିତ୍ ଜବାବ ଦେବା ପାଇଁ ତାକୁ ବେଶୀ ସମୟ ଲାଗିବ ନାହିଁ । ପାକିସ୍ତାନ ପଇସାରେ ଚାଲୁଥିବା ଆତଙ୍କବାଦୀ ସଂଗଠନ ଆଉ ତାଙ୍କ ମୁଖିଆ ଜାଣି ରଖିବା ଉଚିତ୍ କି ଏହା ହେଉଛି ନୂଆ ଭାରତ । ଭାରତ ଆକ୍ରମଣ କରିଲେ ପାକିସ୍ତାନର ଅବସ୍ଥା ଖରାପ ହୋଇଯିବ ।