ସୀମା ହାଇଦରକୁ ଉଠାଇ ନେଲା ପୋଲିସ, ଅବସ୍ଥା ଏତେ ଖରାପ ଥିଲା ଯେ ଡରି ଯାଇ ପିଇଲେ ୧୨ ଗ୍ଲାସ ପାଣି, ଜାଣନ୍ତୁ ପୁରା ଖବର

 
Seema haider

ବିନା ଭିସାରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ ନେଇ ସବୁ ସ୍ଥାନରେ ଆଲୋଚନା କରାଯାଉଛି। ପାକିସ୍ତାନୀ ବୋହୂ ସୀମା ହାଇଦରଙ୍କ ବିଷୟରେ ପ୍ରତିଦିନ ନୂଆ ଦାବି କରାଯାଉଛି। ଏବେ ୟୁପି ପୋଲିସ ସୀମା ହାଇଦରକୁ ଜେରା କରୁଛି । 

ସତ ବାହାର କରିବା ପାଇଁ ଲାଗି ପଡ଼ିଛି ପୋଲିସ । ଧିରେ ଧିରେ କରି ସବୁ ସତ ବାହାର କରିବା ଲକ୍ଷ୍ୟରେ ରହିଛି ୟୁପି ପୋଲିସ ଆଉ ଏଥିପାଇଁ ସେ ଗତକାଲି ଉଠାଇ ନେଇଛି ସୀମା ହାଇଦରକୁ । ସଚିନର ଘରେ ପଶି ଯାଇଥିଲା ପ-ଲିସ ଆଉ ଉଠାଇ ନେଇଥିଲା ସୀମାକୁ ।

Seema haider

ସେପଟେ ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ସୀମା ହାଇଦର ହେଉଛନ୍ତି ପାକିସ୍ତାନୀ ସେନାର ମେଜର ସାମିଆ ରେହମାନ।  କେବଳ ଏତିକି ନୁହେଁ, କେତେକ ତାଙ୍କୁ ପାକିସ୍ତାନର ଗୁପ୍ତଚର ବୋଲି କହୁଛନ୍ତି, ତେବେ ଆସନ୍ତୁ ଜାଣିବା ସତ୍ୟ କ’ଣ?

ତେବେ ସୂଚନା ଅନୁଯାୟୀ, ପାକିସ୍ଥାନରୁ ଭାରତ ଆସିଥିବା ସେହି ସୀମା ହାଇଦରର କଥା । ଯିଏ ନିଜ ପ୍ରେମ ପାଇଁ ଆସିଥିଲା ସିଧା ପାକିସ୍ଥାନରୁ ଭାରତ । ଜଣେ ବିବାହିତା ନାରୀ ଥିଲେ ସୀମା । ଆଉ ଏହାରି ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ କାହାଣୀ । ଭାରତୀୟ ପ୍ରେମରେ ପଡ଼ି ଯାଇଥିଲେ ସୀମା ଆଉ ନିଜକୁ ଅଟକାଇ ପାରି ନଥିଲେ ।

ଏହା ବି ପଢନ୍ତୁ:

ଶୋଇବା ପୂର୍ବରୁ ସ୍ୱାମୀ ସ୍ତ୍ରୀ ନିଶ୍ଚିତ କରନ୍ତୁ ଏପରି, ସୁଖମୟ ହେବ ଆପଣଙ୍କ ବୈବାହିକ ଜୀବନ

ସାଧାରଣ ମହିଳା ନୁହେଁ ସୀମା ହାଇଦର! ସେ ପାକିସ୍ତାନର ମେଜର? ଉଦେଶ୍ୟ ନେଇ ଭାରତ ଆସିଛି? ଜାଣନ୍ତୁ ପୁରା ଖବର​​​​​​​