PUBG କରିଦେଲା ପାଗଳ! ୧୦ ଦିନ ଲଗାତାର ଖେଳି ଯୁବକ ଭର୍ତି ହେଲେ ହସପିଟାଲରେ, ପୂରା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଆଜିକାଲି ହେଉଛି ଟେକ୍ନୋଲୋଜି ଦୁନିଆ। ପ୍ରତିଦିନ କିଛିନା କିଛି ଦେଖିବାକୁ ମିଳୁଛି। କିଛି ମାସ ପୂର୍ବରୁ ମୋବାଇଲ ଗେମ୍ ଜଗତରେ ଲଞ୍ଚ ହୋଇଥିବା PUBG(player unknown battle ground) ନାମକ ଏକ ଗେମ୍ ପୂରା ମୋବାଇଲ ଭିଡିଓ ଗେମ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଗେମ୍ ଲୋକମାନଙ୍କ ଏତେ ପ୍ରିୟ ହୋଇଯାଇଛି ଏହା ପାଇଁ ସେମାନେ ସବୁକିଛି ଭୁଲି ଯାଇ ଅନେକ ସମୟ ଧରି ଏହି ଗେମ୍ କୁ ଖେଳୁଛନ୍ତି। ଏମିତି ଏକ
 
PUBG କରିଦେଲା ପାଗଳ! ୧୦ ଦିନ ଲଗାତାର ଖେଳି ଯୁବକ ଭର୍ତି ହେଲେ ହସପିଟାଲରେ, ପୂରା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଆଜିକାଲି ହେଉଛି ଟେକ୍ନୋଲୋଜି ଦୁନିଆ। ପ୍ରତିଦିନ କିଛିନା କିଛି ଦେଖିବାକୁ ମିଳୁଛି। କିଛି ମାସ ପୂର୍ବରୁ ମୋବାଇଲ ଗେମ୍ ଜଗତରେ ଲଞ୍ଚ ହୋଇଥିବା PUBG(player unknown battle ground) ନାମକ ଏକ ଗେମ୍ ପୂରା ମୋବାଇଲ ଭିଡିଓ ଗେମ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ଗେମ୍ ଲୋକମାନଙ୍କ ଏତେ ପ୍ରିୟ ହୋଇଯାଇଛି ଏହା ପାଇଁ ସେମାନେ ସବୁକିଛି ଭୁଲି ଯାଇ ଅନେକ ସମୟ ଧରି ଏହି ଗେମ୍ କୁ ଖେଳୁଛନ୍ତି।

PUBG କରିଦେଲା ପାଗଳ! ୧୦ ଦିନ ଲଗାତାର ଖେଳି ଯୁବକ ଭର୍ତି ହେଲେ ହସପିଟାଲରେ, ପୂରା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଜଣେ ଫିଜିକାଲ ଟ୍ରେନରଙ୍କୁ ଏହି ଗେମର ନିଶା ଏମିତି ଲାଗିଲା କି ତାଙ୍କୁ ହସପିଟାଲ ଯିବାକୁ ପଡିଲା। ପୂର୍ବରୁ ବି ଏମିତି ଗେମ୍ ଖେଳିବା ନିଶା କାରଣରୁ ଅନେକଙ୍କୁ ହସପିଟାଲ ଯିବାକୁ ପଡିଛି। ଗୋଟିଏ ଜିନିଷକୁ ଅଧିକ ବ୍ୟବହାର ଆମକୁ କ୍ଷତି ପହଞ୍ଚାଇ ଥାଏ। ଜମ୍ମୁ କାଶ୍ମୀରରେ ରହୁଥିବା ଫିଜିକାଲ ଟ୍ରେନର ଏହି ଗେମକୁ ଲଗାତାର ୧୦ ଦିନ ପର୍ଯ୍ୟନ୍ତ ଗେମ୍ ଖେଳିବାକୁ ଲାଗିଲେ। ଏହି ସମୟରେ ସେ ନିଜର ମାନସିକ ସନ୍ତୁଳନ ହରାଇ ଦେଇଛନ୍ତି ଓ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଲା।

PUBG କରିଦେଲା ପାଗଳ! ୧୦ ଦିନ ଲଗାତାର ଖେଳି ଯୁବକ ଭର୍ତି ହେଲେ ହସପିଟାଲରେ, ପୂରା ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

୧୦ ଦିନ ପୂର୍ବରୁ ଏହି ବ୍ୟକ୍ତି PUBG ଗେମ୍ ଖେଳିବା ଆରମ୍ଭ କରିଥିଲେ। ଗେମ୍ ଖେଳିବା ସମୟରେ ଶେଷ ରାଉଣ୍ଡ ପୁରା କରିବା ପରେ ସେ ନିଜକୁ ଆଘାତ ପହଂଚାଇବା ଆରମ୍ଭ କରିଦେଲେ ଓ ସେ ସଂପୂର୍ଣ୍ଣ ରୂପେ ଆହତ ହୋଇଗଲେ। ଯାହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଗଲା। ଡାକ୍ତରଙ୍କ କହିବାନୁସାରେ, ରୋଗୀ ଅବସ୍ଥା ଏବେ ବି ଗମ୍ଭୀର ରହିିଛି। ସେ ନିଜ ଲୋକଙ୍କୁ ଚିହ୍ନୁଥିଲେ ବି ତାଙ୍କ ମୁଣ୍ଡ ଠିକରେ କାମ କରୁନି।