ବେଶ୍ୟା ବୃତ୍ତି ବନାଇଦେଲା ଦେଶକୁ ଧନୀ, ଜାଣନ୍ତୁ ଥାଇଲାଣ୍ଡ ସମ୍ବନ୍ଧୀୟ ଏମିତି ଅନେକ କିଛି ବିସ୍ମୟକର ତଥ୍ୟ

 
Thailand
କଣ ଆପଣ ଜାଣନ୍ତି କି , ବିଶ୍ୱର ଏପରି ଏକ ଦେଶ ରହିଛି ଯେଉଁଠାରେ ଜଣେ ବ୍ୟକ୍ତିକୁ ଅତି କମ୍ ରେ ୪ଥର ବିବାହ କରିବାକୁ ପଡ଼ିଥାଏ । ନଚେତ୍ ସେହି ବ୍ୟକ୍ତିକୁ ସମାଜରୁ ବାସନ୍ଦ କରା ଯାଇଥାଏ । କେବଳ ଏତିକି ନୁହେଁ ଆହୁରି ଅଜବ ତଥ୍ୟ ରହିଛି ଏହି ଦେଶର । ଯେଉଁଥି ପାଇଁ ତ କାହିଁ କେତେ ଦୂରରୁ ଲୋକେ ଧାଇଁ ଆସନ୍ତି ଏଠାକୁ । ମନ ଭରି ଉପଭୋଗ କରିବା ପାଇଁ ।

ସ

ଆମେ ଆଜି ଆପଣଙ୍କୁ ଥାଇଲାଣ୍ଡ୍ ବିଷୟରେ କହିବାକୁ ଯାଉଛୁ । ଏହି ଦେଶରେ ଭରି ରହିଛି ମନୋରଞ୍ଜନ ଓ ମନୋରଞ୍ଜନର ସମସ୍ତ ମାଧ୍ୟମ । କୁହାଯାଏ ଏଠାରେ କେବେ ଅନ୍ଧକାର ହୁଏ ନା । ଦିନ ଠାରୁ ବି ଆହୁରି ଚମକି ଉଠେ ଏଠାକାର ରାତି ।

ଦିନ ଥିଲା ବହୁ ଗରିବ ଦେଶ ଥିଲା ଥାଇଲାଣ୍ଡ । ହେଲେ ଯେବେ ଠାରୁ ଏଠି ଖୁଲମ୍ ଖୁଲା ବେଶ୍ୟା ବୃତ୍ତି ହେବା ଆରମ୍ଭ ହେଲା ସେବେ ଠାରୁ ଦେଶ ଧନୀ ହେବାରେ ଲାଗିଲା । ଓ ଆଜି ଦୁନିଆର ସବୁଠାରୁ ଆକର୍ଷଣୀୟ ଟୁରିଷ୍ଟ ସ୍ଥାନ ହେଉଛି ଥାଇଲାଣ୍ଡ ।

ଏଠାକାର ସବୁଠାରୁ ଆକର୍ଷଣୀୟ ଜିନିଷ ହେଉଛି ଏଠାକାର ବିଚ୍ ଓ ନାନାରାଜ୍ ଆକର୍ଷଣୀୟ ହୋଟେଲ୍ ସାଙ୍ଗକୁ ବିଭିନ୍ନ ଆକର୍ଷଣୀୟ ସ୍ଥାନ ଓ ସୁନ୍ଦରୀ ଯୁବତୀ । ଯଦି ଆପଣ ବି ଚାହାଁନ୍ତି ଥାଇଲାଣ୍ଡ୍ କୁ ବୁଲିଯିବା ପାଇଁ ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହା ମାତ୍ର ୧୮୦୦୦ ରୁ ୨୦, ୦୦୦ଟଙ୍କା ମଧ୍ୟରେ ହୋଇ ପାରିବ ।