Postal Job: ପୋଷ୍ଟାଲ୍‌ରେ ବାହାରିଲା ବଡ଼ ନିଯୁକ୍ତି, ବିନା ପରୀକ୍ଷାରେ ମିଳିବ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

 
Postal job

ବିନା ପରୀକ୍ଷାରେ ପାଆନ୍ତୁ ଚାକିରୀ ! କେବଳ ଦଶମ ପାସ କରିଥିଲେ ଆପଣ ଏହି ସୁବର୍ଣ୍ଣ ସୁଯୋଗ ପାଇଁ ଆବେଦନ କରି ପାରିବେ । ଆଜ୍ଞା ହଁ । ଭାରତୀୟ ଡାକ ବିଭାଗ ଦ୍ବାରା ଜାରି ହୋଇଛି ଏହି ନିୟମ । 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପାଖା ପାଖି ୩୫ ହଜାର ପଦବୀ ପୂରଣ ହେବାକୁ ଯାଉଛି । ଯାହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ତେବେ ସମୟ ପୂର୍ବରୁ କରନ୍ତୁ ଆବେଦନ ।

Yu

ସୂଚନା ଅନୁସାରେ, କେବଳ ଦଶମ ପାସ କରିଥିବା ଛାତ୍ର ଛାତ୍ରୀ ମାନେ ମଧ୍ୟ ଏଥି ପାଇଁ ଆବେଦନ କରି ପାରିବେ । ପରୀକ୍ଷା ନ ଦେଇ କେବଳ ଦଶମ ମାରି ଅନୁସାରେ ଦିଆଯିବ ନିଯୁକ୍ତି । ଅଧିକ ତଥ୍ୟ ଜାଣିବା ପାଇଁ https:indianpost.govt.in ରେ ସର୍ଚ୍ଚ କରି ପାରିବେ ।