ସୁନ୍ଦରୀ ଝିଅଙ୍କୁ ଟ୍ରେନିଂ ଦେଉଛି ଆଇଏସଆଇ, ଭାରତୀୟ ଯବାନଙ୍କଠାରୁ ହାତେଇ ନେଉଛି ସିକ୍ରେଟ୍ ତଥ୍ୟ, ଜାଣନ୍ତୁ ପୁରା ଖବର

 
Jawan
ପାକିସ୍ତାନର ଆଉ ଏକ ବଡ଼ ଷଡ଼ଯନ୍ତ୍ର ! ସୁନ୍ଦରୀ ଝିଅ ମାନଙ୍କୁ ଅସ୍ତ୍ର କରି ପଠାଉଛି ଭାରତ । ଏହା ହୁଏ ତ କିଛି ନୂଆ କଥା ନୁହେଁ । ପୂର୍ବରୁ ବି ଏପରି ଅନେକ ଘଟଣା ସାମ୍ନାକୁ ଆସିଛି । ହଁ ଏହା ବି ସତ ଯେ କିଛି କଥା ସାମ୍ନାକୁ ଆସୁଛି ଆଉ କିଛି କଥା ପରଦା ପଛରେ ରହି ଯାଉଛି । 

E

ଯେତେବେଳେ ଦେଶ ପ୍ରେମ କଥା ଉଠେ ସେତେବେଳେ କେହି କେବେ ଅଣଦେଖା କରି ପାରିବେ ନାହିଁ ଭାରତୀୟ ଯବାନଙ୍କୁ । ହେଲେ ଏହି ସୁନ୍ଦରୀ ଝିଅ ମାନଙ୍କର ଅଭିନୟ ଏପରି ରହିଛି ଯେ ଯିଏ କେହି ବି ଏମାନଙ୍କୁ ସହଜରେ ବିଶ୍ୱାସ କରିଯିବ । ସୂଚନା ଅନୁସାରେ ତାଲିବାନ ମାନେ ଗରିବ ଶ୍ରେଣୀର କମ୍ ବୟସର ଯୁବତୀ ମାନଙ୍କୁ ପଇସାର ପ୍ରଲୋଭନ ଦେଖାଇ ତାଙ୍କ ଦ୍ଵାରା ଏପରି କାମ କରାଉଛନ୍ତି ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ପ୍ରଥମେ ତ ଏହି ଯୁବତୀ ମାନଙ୍କୁ କିଛି ଦିନର ଟ୍ରେନିଂ ପ୍ରଦାନ କରା ଯାଉଛି । ଏମାନେ ପୁରା ଟ୍ରେନ୍ ହେଲା ପରେ ହିଁ ଏମାନଙ୍କର ନକଲି ପରିଚୟ ପତ୍ର ପ୍ରସ୍ତୁତ କରି ଭାରତକୁ ପଠା ଯାଉଛି । ସେମାନେ ଭାରତକୁ ଆସି ଭାରତର ରହଣ ସହଣ ସହ ଏପରି ଖାପ ଖାଇ ଚଳି ଯାଉଛନ୍ତି ଯେ ତାଙ୍କୁ ସନ୍ଦେହ କରିବାର ପ୍ରଶ୍ନ ଉଠୁନି ।

ନିକଟରେ ରିୟା ନାମକ ଏକ ପାକିସ୍ତାନୀ ଯୁବତୀ ଧରା ପଡିଥିଲେ । ଯେ କି ପ୍ରାୟ ୧୦ ଜଣ ଭାରତୀୟ ଯବାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ରଖିଥିଲେ । ଏହି ଯୁବତୀ ମାନଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି ଭାରତର ଗୁରୁତ୍ଵପୂର୍ଣ୍ଣ ତଥ୍ୟ ବିଷୟରେ ଜାଣିବା ।

Pakistan

ଏମାନେ ନିଜର ମାୟା ଜାଲରେ ଯବାନ ମାନଙ୍କୁ ଏପରି ଫସାଇ ଦିଅନ୍ତି ଯେ ଯାହା ପରେ ଯବାନ ମାନେ ତାଙ୍କୁ ସଂପୂର୍ଣ୍ଣ ବିଶ୍ୱାସ କରି ଯାଆନ୍ତି ଓ ତାଙ୍କ ଆଗରେ ସମସ୍ତ ତଥ୍ୟ ଦେଇ ଦିଅନ୍ତି ।