ଭାରତରେ ମିଶିବାକୁ ଯାଉଛି ପାକିସ୍ତାନ! ସୃଷ୍ଟି ହେବ ଆଉ ଏକ ଇତିହାସ, ଆସିବାକୁ କଲେଣି ବିଦ୍ରୋହ, ଜାଣନ୍ତୁ ପୁରା ଖବର

 
India pakistan

ଭାରତ ଓ ପାକିସ୍ତାନରେ ଅନେକ ଦିନ ଧରି ଚାଲିଆସୁଥିବା ଏଇ ଦ୍ଵନ୍ଦ ହେବାକୁ ଯାଉଛି ସମାପ୍ତ କାରଣ ପାକିସ୍ଥାନ ମିଶିବାକୁ ଯାଉଛି ଭାରତରେ। ପାକିସ୍ତାନ ଏବେ ବୁଝି ପାରିଛି ଭାରତର ଶକ୍ତି।ସେ ଏହା ମଧ୍ୟ ବୁଝିଗଲାଣି ଯେ ଭାରତ ସହିତ ଶତ୍ରୁତା କରି ଆଉ ବେଶୀ ଦିନ ସେ ତିଷ୍ଟି ପାରିବ ନାହିଁ ଭାରତ ସହିତ ଶତ୍ରୁତା କରିବା ଦିନକୁ ଦିନ ମହଙ୍ଗା ପଡ଼ୁଚି ପାକିସ୍ତାନ ପାଇଁ। ନେତା ମାନେ ନିଜ ସ୍ବାର୍ଥ ଜିଦ୍ ରେ ଅଟଳ ଥିଲା ବେଳେ ପାକିସ୍ତାନବାସି କିନ୍ତୁ ବେଶ୍ ଭଲ ଭାବରେ ବୁଝିଗଲେଣି ଏହା।

କାରଣ ଯେତେବେଳେ ସେମାନେ ନିଜ ପେଟ ପୁରେଇବା ପାଇଁ ସଙ୍ଘର୍ଷ କରୁଛନ୍ତି ସେହି ସମୟରେ  ଭାରତ ଉତ୍ସବ ମନାଉଛି ଚନ୍ଦ୍ରୟାନ ୩ର ସଫଳତା କୁ ନେଇ। ଦିନ ଥିଲା ଭାରତ POK କୁ ନିଜ ଅଧୀନ କୁ ଆଣିବାକୁ ଚେଷ୍ଟା କରୁଥିଲା ହେଲେ ବର୍ତ୍ତମାନ POK ର ବାସିନ୍ଦା ନିଜେ ଭାରତ ସହିତ ମିଶିବାକୁ ଆନ୍ଦୋଳନ କରୁଛନ୍ତି ସେମାନେ ଏବେ ବୁଝିସାରିଛନ୍ତି ପାକିସ୍ତାନ ସରକାର ର ଉଦ୍ଦେଶ୍ୟ କିଭଳି ପାକିସ୍ତାନ ସରକାର ନିଜସ୍ଵ ସ୍ବାର୍ଥ ପୁରଣ ହେତୁ ତାଙ୍କୁ ଏକ ମାଧ୍ୟମ ଭାବେ ବ୍ୟବହାର କରୁଛି।

Yrt

ଉଭୟ POK ଓ ଗିଲ ଗେଟ୍ ବାଲିସ୍ଥାନ ରେ ଦେଖା ଯାଇଛି ଆନ୍ଦୋଳନ ସ୍ଵାଧୀନତା ପରବର୍ତ୍ତୀ ସମୟରେ ଯେତେବେଳେ ପାକିସ୍ତାନ ଏହି ଅଞ୍ଚଳକୁ ବେୟାଇନ୍ ଭାବେ ଅଧିକୃତ କରିଥିଲା ଉକ୍ତ ଅଞ୍ଚଳର ଲୋକ ମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ। କାରଣ ସେମାନେ ଭାବୁଥିଲେ ଯେ ଭାରତ କେବଳ ହିନ୍ଦୁ ମାନଙ୍କ ପାଇଁ ଯଦି ସେମାନେ ମୁସଲିମ ଦେଶ ପାକିସ୍ତାନ ସହିତ ମିଶିଛନ୍ତି ତେବେ ସେମାନେ  ଅଧିକ ଉନ୍ନତି କରିପାରିବେ। ହେଲେ ପରିସ୍ଥିତି କିଛି ଓଲଟା ହେଇଗଲା।

India pakistan

ସୂଚନାରୁ ଜଣା ପଡ଼ୁଚି ଯେ ଆନ୍ଦୋଳନ ର ମୁଖ୍ୟ କାରଣ ହେଉଛି ଧାର୍ମିକ ଭାବନା। ୧୯୪୭ ମସିହାରେ  ଦେଶ ସ୍ବାଧୀନ ହୋଇଥିଲା  ବେଳେ ଉକ୍ତ ଅଂଚଳରେ ପ୍ରାୟ ୮୦% ସିଆ ସମ୍ରଦୟ ର ମୁସଲିମ ରହୁଥିଲେ ହେଲେ ପରେ ପରେ ଶୁନି ସମ୍ପ୍ରଦାୟ ଲୋକଙ୍କର ସଂଖ୍ୟା ସେଠାରେ ବଢ଼ିବାକୁ ଲାଗିଲା। ସ୍ଥାନୀୟ ମୁସଲିମ ଙ୍କ କହିବା ଅନୁସାରେ ସୁନି ସମ୍ପ୍ରଦାୟ ର ମୁସଲିମ ସିଆ ସମ୍ପ୍ରଦାୟ ଙ୍କ ଉପରେ ଶୋଷଣ କରିବା ଆରମ୍ଭ କରିଦେଲା। ଅନେକ ସମୟ ରେ ଦଙ୍ଗା ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଜେଉଥି ପାଇଁ ଏବେ ସେ ଆନ୍ଦୋଳନ କରୁଛନ୍ତି ଭାରତ ସହିତ ମିଶିବପାଇ ପାଇଁ।।