କିଏ ଏହି ସୁନ୍ଦରୀ ଯୁବତୀ ଯିଏ ପୁରା ପାକିସ୍ତାନକୁ ବିଶ୍ୱରେ ବଦନାମ୍ କରିଦେଲା, ତାଙ୍କ କାଣ୍ଡ ଦାଣି ମୁଣ୍ଡରେ ହାତ ଦେଇଦେବେ

 
Hina sani

ଅନ୍ତରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ ହେଲା ବଦନାମ ! ପୁଣି ପ୍ରଶ୍ନ ଉଠିଲା ପାକିସ୍ତାନକୁ ନେଇ । ପାକିସ୍ତାନଏ ଏପରି କାରନାମାକୁ ନେଇ ସନ୍ଦେହ ଘେରରେ ପାକିସ୍ତାନ ଏୟାର ଲାଇନ୍ । ପାକିସ୍ତାନର ଏୟାର ହୋଷ୍ଟେଜ୍ ହୀନା ସାନିଙ୍କୁ ଗିରଫ କଲା କାନାଡା ପୋଲିସ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

୨୮ ମାର୍ଚ୍ଚ ରେ ଲାହୋର ରୁ କାନାଡା ଯାଉଥିବା ଏରୋପ୍ଲେନ୍ ରେ ସର୍ଭିସ୍ ରେ ଥିଲେ ହିନା ସାନି । ପ୍ଲେନ୍ କାନାଡା ର ଟୋରେଟା ଏୟାରପୋର୍ଟ ରେ ଲାଗିବା ପରେ ସମସ୍ତ ପ୍ଲେନ ରୁ ଓହ୍ଲାଇବା ପରେ ଚେକିଂ ସମୟରେ ହିନାଙ୍କ ଠାରୁ ଜବତ କରା ଯାଇଥିଲା ଏପରି କିଛି ଜିନିଷ । 

Hina sani

ଯାହା ପରେ ତାଙ୍କୁ କାନାଡା ପୋଲିସ୍ ଗିରଫ କରିଥିଲା ।ହିନାଙ୍କ ଠାରୁ ପ୍ରାୟ ସାତ ଟି ଅନୈତିକ ପାସପୋର୍ଟ ଜବତ କରିଥିଲା କାନାଡା ପୋଲିସ । ଯାହା ଇଣ୍ଟର ନ୍ୟାସନାଲ ଏୟାର ଲାଇନ୍ ର ନିୟମ ର ସମ୍ପୂର୍ଣ୍ଣ ଖିଲାପ ଅଟେ । ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ପୂର୍ବରୁ ଅନେକ ଥର ପାକିସ୍ତାନୀ ଏୟାର ହୋଷ୍ଟେଜ୍ ମାନେ ଏପରି ବେଆଇନ କାମ କରି ଧରା ପଡିଛନ୍ତି ।