ପୁଣି ଚର୍ଚ୍ଚାରେ OYO ହୋଟେଲ..ଦୁଇଟି ଛୁଆର ମା ଯାଉଥିଲା OYO..ଶେଷରେ ଏମିତି କଲା ପ୍ରେମିକ

 
Oyo

ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ଏହି ସମାଜ ପାଇଁ ଖରାପ ଅଟନ୍ତି । ସମାଜ ଉପରେ ଖରାପ ପ୍ରଭାବ ପକାଉଥିବା ଅନେକ ଘଟଣା ଏବେ ଘଟିଯାଉଛି । ଏବେ OYO ହୋଟେଲରେ ଚାଲୁଥିବା ଖେଳକୁ ନେଇ ଆସିଛି କିଛି ଖବର । Oyo re ଚାଲୁଥିବା ଖେଳ ଏବେ କାଳ ପାଲଟିଗଲା । ଓୟୋ ହୋଟେଲ ଭିତରେ ପ୍ରେମିକାକୁ ପ୍ରେମିକ ମାରି ଦେଲା । ପ୍ରେମିକା ଜଣଙ୍କୁ ପ୍ରେମିକ ଜଣକ ୧୭ ଥର ଛୁରୀ ଭୁସି ମାରିଦେଲା । 

ଏହି ପ୍ରେମିକା ଜଣକ ପ୍ରେମରେ ଆଉ ଓୟୋ ହୋଟେଲରେ ଏଭଳି ପାଗେଳି ଥିଲେ ଯେ ସେ ତାଙ୍କ ଠାରୁ ୮ ବର୍ଷ ସାନ ବୟସର ପୁଅକୁ ଭଲ ପାଉଥିଲେ । ଏହି ପ୍ରେମିକା ଜଣକ ପୂର୍ବରୁ ବିବାହିତା ଅଟନ୍ତି । ଏହି ପ୍ରେମିକା ଜଣକ ନିଜ ସ୍ଵାମୀ ଆଉ ସନ୍ତାନକୁ ଛାଡି ଓୟୋ ହୋଟେଲକୁ ଯାଇଥିଲା । ଓୟୋ ରୁମ୍ ଭିତରେ ଏହି ପ୍ରେମିକ ଜଣକ ପ୍ରେମିକାକୁ ଛୁରୀ ଭୁସି ମାରିଦେଲା । ପୁଣି ବଦନାମ ହୋଇଛି ଓୟୋ ହୋଟେଲ । ଓୟୋ ହୋଟେଲ କମ୍ ପ୍ରମାଣପତ୍ର ନେଇ ହୋଟେଲରେ ଯୁବକ ଯୁବତୀଙ୍କୁ ରୁମ୍ ଦେଇଥାଏ ।

ଏହି ଓୟୋ ହୋଟେଲ ହେଉଛି ରଙ୍ଗୀନ ରାତିର ରଙ୍ଗମଞ୍ଚ । ଆପଣମାନେ ଓୟୋ ହୋଟେଲକୁ ନେଇ ଅନେକ ଘଟଣା ଆସୁଥିବାର ଜାଣିପାରିବେ । କେତେବେଳେ ଏହି ହୋଟେଲରେ ପ୍ରେମିକାର ଜୀବନ ପ୍ରେମିକ ନେଇଯାଉଛି ତ ଆଉ କେତେବେଳେ ପ୍ରେମିକା କି ପ୍ରେମିକ ଆ-ତ୍ମ-ହ-ତ୍ୟା କରି ଦେଉଛନ୍ତି । ଓୟୋ ହୋଟେଲ କ୍ରାଇମର ସ୍ଥାନ ପାଲଟି ଯାଇଛି । ବାଙ୍ଗାଲୋର ଓୟୋ ହୋଟେଲରେ ଏହି ଘଟଣା ଘଟିଛି । ଏହି ହୋଟେଲରେ ପ୍ରେମିକା ଜଣଙ୍କୁ ଥରେ ନୁହେଁ ବରଂ ୧୭ ଥର ଛୁରୀ ଭୁଷି ମାରି ଦେଇଛି ନୃଶଂସ ପ୍ରେମିକ ।

ପ୍ରେମିକାର ନାଁ ହରିଣୀ ଆଉ ପ୍ରେମିକ ଜଣକ ହେଉଛନ୍ତି ହର୍ଷରାଜ୍ । ପ୍ରେମିକା ଜଣଙ୍କର ବୟସ ୩୩ ବର୍ଷ ହୋଇଥିବା ବେଳେ ତାଙ୍କର ସ୍ଵାମୀ ଆଉ ଦୁଇଟି ସନ୍ତାନ ଅଛନ୍ତି । ପ୍ରେମିକ ଜଣଙ୍କର ବୟସ ୨୫ ବର୍ଷ । ପ୍ରେମିକ ଜଣକ ସଫ୍ଟଓୟାର ଇଞ୍ଜିନିୟର ହୋଇଥିବା ବେଳେ ବିବାହିତା ପ୍ରେମିକା ଜଣକ ସବୁକିଛି ସ୍ଵାମୀ ପିଲାଛୁଆ ଛାଡି ପ୍ରେମିକ ପାଖକୁ ଚାଲି ଆସିଥିଲେ । ଏହି ସୁନ୍ଦରୀ ମହିଳାର ବୟସ ୩୩ ବର୍ଷ ହୋଇଥିଲେ ମଧ୍ୟ ତାକୁ ପ୍ରେମ ନିଶା ଘାରିଥିଲା ଆଉ ଏଥିପାଇଁ ତାଙ୍କ ଜୀବନ ଚାଲିଗଲା ।