ଦେଖନ୍ତୁ ଫୋଟୋ: ଏହି ସହରରେ ଉଲଗ୍ନ ହୋଇ ସର୍ବସାଧାରଣରେ ବୁଲନ୍ତି ଲୋକେ, ଆପଣଙ୍କୁ ଗଲେ ମଧ୍ୟ ହେବାକୁ ହେବ….

 
Nudist city

ଦୁନିଆର ବିଭିନ୍ନ ପ୍ରାନ୍ତରେ ଆମକୁ ଭିନ୍ନ ଭିନ୍ନ ପ୍ରକାରର ସଂସ୍କୃତି ଏବଂ ପରମ୍ପରା ଦେଖିବାକୁ ମିଳିଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ସହର ବିଷୟରେ କହିବାକୁ ଯାଉଛୁ ଯାହାକୁ (Nudist City) ଅଥବା ନଗ୍ନ ସହରର ମାନ୍ୟତା ଦିଆଯାଇଛି। କ୍ୟାପ୍ ଡି’ଆଜ୍ (Cap D'Adge) ନାମକ ଏହି ସହରରେ ଟୁରିଷ୍ଟ ମାନଙ୍କୁ ନଗ୍ନ ହୋଇ ବିଚ୍ ରେ ବୁଲିବାର ସ୍ୱତନ୍ତ୍ରତା ଦିଆଯାଇଛି।

ଫ୍ରାନ୍ସ ଦେଶର ଭୂମଧ୍ୟସାଗରୀୟ ଉପକୂଳରେ ଅବସ୍ଥିତ ଏହି ସହର ଏହାର ଅନନ୍ୟ ଜୀବନଶୈଳୀ ପାଇଁ ବେସ୍ ଜଣାଶୁଣା ଅଟେ। ଏହି ସହର ଦୁନିଆର ସବୁଠାରୁ ଭଲ ହନିମୁନ୍ ଡେସ୍ଟିନେସନ୍ ଭାବରେ ପରିଗଣିତ ହୋଇଥାଏ। ଏଠାରେ ନଗ୍ନ ହୋଇ ସର୍ବସାଧାରଣରେ ବୁଲିବାକୁ ଅନୁମତି ଦିଆଯାଇଥିବାରୁ ପ୍ରତି ବର୍ଷ ଏହା ଅନେକ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ।

ଏଠାରେ ଉଲଗ୍ନ ହୋଇ ବୁଲିବାକୁ ଅନୁମତି ଦିଆଯାଇଥିଲେ ମଧ୍ୟ ସର୍ବସାଧାରଣ ସ୍ଥାନରେ ସେକ୍ସ କରିଲେ ୧୨,୮୬୦ ପାଉଣ୍ଡର ଜରିମାନା ଦେବାକୁ ପଡିଥାଏ। ତେବେ ଏଠାରେ ରହିବାକୁ ହେଲେ ୭ ଦିନ ପାଇଁ ଖାଇବା ଏବଂ ରହିବାକୁ ଛାଡ଼ି ୫୧ ପାଉଣ୍ଡ ଅର୍ଥାତ ୫ ହଜ଼ାର ଟଙ୍କା ଦେବାକୁ ପଡିଥାଏ।