ପ୍ରେମିକାର ମାଆଙ୍କୁ ଭଲପାଇ ବସିଲା ପ୍ରେମିକ, ଶେଷରେ ଉଭୟ ନେଲେ ଏହି ନିଷ୍ପତ୍ତି, ପୂରା ଘଟଣା ଜାଣି ହେବେ ତାଜୁବ୍

 
Marriage

ପ୍ରେମିକା ଘରକୁ ଆସି ତାଙ୍କ ମାଆର ମନ ଚୋରାଇ ନେଲା ପ୍ରେମିକ। ପୂର୍ବରୁ ଜଣେ ଝିଅକୁ ପ୍ରେମ କରୁଥିଲେ ହେଁ ପରବର୍ତ୍ତୀ ସମୟରେ ସେହି ଯୁବତୀଙ୍କ ମାଆଙ୍କୁ ବିବାହ କରିବାକୁ ଘୋଷଣା କରିଛି ଏହି ଯୁବକ। ଘଟଣାଟି ବିଷୟରେ ଜାଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ। 

Girlfreind

ମିଳିଥିବା ସୂଚନା ଅନୁଯାଇ ଯୁବତୀଙ୍କ ନାମ ମୋରିସା ଅଟେ। ସେ ତାଙ୍କ ସହପାଠୀ ଥିବା ଜଣେ ଯୁବକଙ୍କୁ ଭଲ ପାଉଥିଲେ। ଏପରିକି ମୋରିସା ପ୍ରେମିକକୁ ବହୁତ ଥର ନିଜ ଘରକୁ ମଧ୍ୟ ଆଣିଥିଲେ। ସେହିଠାରେ ମୋରିସାଙ୍କ ମାଆଙ୍କ ସହିତ ଯୁବକଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏଥିସହିତ ମୋରିସାଙ୍କ ପ୍ରେମରେ ଭଟ୍ଟା ପଡିଯାଇଥିଲା।

Couples

ବ୍ରେକଅପ୍ ପରେ ମଧ୍ୟ ଯୁବକ ଜଣକ ଘରକୁ ଆସୁଥିବାରୁ ମୋରିସା ଏହାର ବିରୋଧ କରିଥିଲେ। କିନ୍ତୁ, ତାଙ୍କ ମାଆଙ୍କର ସେହି ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଥିବା କଥା ଶୁଣି ମୋରିସା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଲା ତାହା ବିଷୟରେ ସେ କିଛି ଜାଣିପାରି ନଥିଲେ ବୋଲି ମୋରିସା କହିଛନ୍ତି। କେବଳ ଏତିକି ନୁହେଁ ବରଂ ସେମାନେ ପରସ୍ପରକୁ ବିବାହ କରିବାକୁ ଯାଉଥିବା ଘୋଷଣା କରିଛନ୍ତି।