ମିଳିଲା କର୍ମର ଫଳ... ପଡିଲା ଓଡିଶା ଲୋକଙ୍କ ଅଭିଶାପ, ମୁଖ୍ୟମନ୍ତ୍ରୀ ପଦ ହରାଇପାରନ୍ତି ମମତା ବାନାର୍ଜୀ, ଜାଣନ୍ତୁ ପୁରା ଖବର

 
Mamata banerjee

ଓଡ଼ିଶା ପାଇଁ ଷଡ଼ଯନ୍ତ୍ର ରଚୁଥିଲେ ପଶ୍ଚିମବଙ୍ଗ ସରକାର ! ଆଉ ଏବେ ନିଜ କଥା ନିଜକୁ ଧରାଧର । ଆଜ୍ଞା ହଁ । ଓଡ଼ିଶା ଆଳୁ ପାଇଁ ପଶ୍ଚିମବଙ୍ଗ ରାଜ୍ୟ ଉପରେ ନିର୍ଭର କରିଥାଏ । ତେବେ ବର୍ତ୍ତମାନ ଓଡ଼ିଶା ସରକାର ବଦଳି ଯାଇଥିବା ସମୟରେ ଓଡ଼ିଶା ପ୍ରତି ମମତାଙ୍କ ନଜାରା ମଧ୍ୟ ବଦଳି ଯାଇଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବିଜେପି ସହିତ ଭଲ ପଡୁ ନଥିବାରୁ ମମତା ଆଳୁ ରୋକି ବିଜେପି ଉପରେ ନିଜ ରାଗ ସୁଝାଉଥିଲେ । କିନ୍ତୁ ବର୍ତ୍ତମାନ ଦେଖା ଦେଉଛି ବିପରୀତ ପରିସ୍ଥିତି । ବର୍ତ୍ତମାନ ମମତାଙ୍କ ସରକାର ଭାଙ୍ଗିବା ଉପରେ । ଜନତା ଏବେ ରାଜରାସ୍ତାରେ ।

Ay

ତେବେ ଆପଣ କୋଲକାତାର ଗଣଦୁଷ୍କର୍ମ କଥା ତ ନିଶ୍ଚୟ ଜାଣିଥିବେ । କୋଲକାତାର ଏକ ମେଡ଼ିକାଲରେ ୩୧ ବର୍ଷୀୟା ମହିଳା ହୋଇଛନ୍ତି ବଳାତ୍କାରର ଶିକାର । କେବଳ ବଳାତ୍କାର ନୁହେଁ ବରଂ ବଳାତ୍କାର ପରେ ତାଙ୍କର ହତ୍ୟା ମଧ୍ୟ କରା ଯାଇଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି କି ମହିଳା ଜଣଙ୍କ ସେହି ମେଡ଼ିକାଲର ଏକ ଡାକ୍ତର ଅଟନ୍ତି ।

ଯାହାର ପ୍ରଭାବ କେବଳ କୋଲକାତା ନୁହେଁ ବରଂ ସମଗ୍ର ଭାରତରେ ଦେଖା ଦେଇଛି । ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ କିଛି କମ୍ ନୁହେଁ । ତେବେ ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗ ସରକାର ଦୋଷୀକୁ ଦଣ୍ଡ ଦେବା ପରିବର୍ତେ ପ୍ରମାଣ ଲୁଚାଇବାରେ ବ୍ୟସ୍ତ ରହିଛି । ଛାତ୍ର ଛାତ୍ରୀଙ୍କ ଡିମାଣ୍ଡ ଯୋଗୁଁ ଏହି ମାମଲା ବର୍ତ୍ତମାନ ସିବିଆଇକୁ ଦିଆ ଯାଇଛି । ଯାହା ପରେ ମମତା ଏବେ ଅଠାକାଠିିରେ ପଡିଛନ୍ତି ।