ଅନନ୍ତ ଅମ୍ବାନୀ ଏତେ ମୋଟା ତା'ପରେ ବି କାହିଁକି ତାଙ୍କୁ ବାହା ହେଉଛନ୍ତି ରାଧିକା, ଜାଣନ୍ତୁ ବଡ଼ ରହସ୍ୟ

 
Anant ambani marriage
ଆରମ୍ଭ ହେବାକୁ ଯାଉଛି ଦେଶର ସବୁଠାରୁ ବଡ ଗ୍ରାଣ୍ଡ ମ୍ୟାରେଜ୍ ଫେଷ୍ଟିଭାଲ । ଯାହା ଚମକେଇ ଦେଇପାରେ ବିଶ୍ୱକୁ । ଯେଉଁଥିରେ ବଡ଼ ବଡ଼ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିନେତା ଓ ବିଦେଶର ନେତା ମଧ୍ୟ ଯୋଗ ଦେବେ । ଆମେ ଆପଣଙ୍କୁ ବିବାହର ପ୍ଲାନିଂ ବିଷୟରେ କହୁନୁ ବରଂ ଏ ସବୁ ପ୍ଲାନ୍ ପ୍ରି ୱେଡିଂ ପାଇଁ ରହିଛି । ଯେଉଁଥିରୁ ଆପଣ ଅନୁମାନ କରି ପାରୁଥିବେ ଆଗକୁ କେଉଁ ଭଳି ଗ୍ରାଣ୍ଡ ସେଲିବ୍ରେସନ୍ ହେବ ।

R

ତେବେ ଆମେ ଏଠାରେ ଆପଣଙ୍କୁ ଅମ୍ବାନୀ ସନ୍ ଅନନ୍ତ ଅମ୍ବାନୀ ଓ ରାଧିକାଙ୍କ ପ୍ରି ୱେଡିଂ ବିଷୟରେ କହୁଛୁ । ଦୁହେଁ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସୂଚନା ଅନୁସାରେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର୍ଯ୍ୟନ୍ତ ୩ ଦିନ ଧରି ତାଙ୍କର ପ୍ରି ୱେଡିଂ କାର୍ଯ୍ୟକ୍ରମ ଚାଲିବ ।

Follow our WhatsApp channel and get all the Latest news

WhatsApp Channel (Join Now) Join Now

ତେବେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଏବେ ରାଧିକା ବନିବାକୁ ଯାଉଛନ୍ତି ଅମ୍ବାନୀ ଫ୍ୟାମିଲୀ ମେମ୍ବର । ତେବେ ଦୁହିଁଙ୍କ ଯୋଡ଼ିକୁ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ୍ କରା ଯାଇଛି । ଅନନ୍ତଙ୍କ ମୋଟା ପଣ ହେତୁ କିପରି ରାଧିକା ତାଙ୍କୁ ବାହା ହେବା ପାଇଁ ରାଜି ହୋଇ ଯାଇଛନ୍ତି ଏ କଥା ନେଇ ମଧ୍ୟ ରାଧିକାଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡୁଛି ।

ରାଧିକା ଓ ଅନନ୍ତଙ୍କ ସମ୍ପର୍କକୁ ନେଇ ଦୁଇ ପ୍ରକାରର କଥା ଶୁଣିବାକୁ ମିଳେ । କିଏ କୁହନ୍ତି ଦୁହେଁ ପିଲା ଦିନର ସାଙ୍ଗ ଅଟନ୍ତି ଓ ସେହି ବନ୍ଧୁତା ତାଙ୍କର ପ୍ରେମରେ ପରିଣତ ହୋଇଛି । ଆଉ କେଉଁ ମାନେ ଏହା ମଧ୍ୟ କୁହନ୍ତି ରାଧିକାଙ୍କୁ ଅନନ୍ତ ନୁହେଁ ବରଂ ନିତା ଅମ୍ବାନୀ ବାଛିଥିଲେ ।