“ମୁଁ ମୋ ବାପାଙ୍କୁ ବାହାହୋଇ ବହୁତ ଖୁସି” ବାପାକୁ ବାହା ହେଇ ଚତୁର୍ଥ ପତ୍ନୀ ହେଲେ ଯୁବତୀ, ପୁରା ଘଟଣା ଜାଣି ହେବେ ତାଜୁବ୍

 
Pakistan girl

ଜଣେ ଝିଅ ତାଙ୍କ ନିଜ ବାପା ଙ୍କୁ ବାହା ହୋଇ ଯାଇଛି । ଝିଅ କହୁଛି ମୁ ବାପାଙ୍କୁ ବାହା ହେଇ ଅତ୍ୟନ୍ତ ଖୁସି ଅଛି । ତାଙ୍କୁ ଛାଡି ମୁଁ ଜମା ଯିବି ନାହିଁ । ଏହାକୁ ଶୁଣିଲା ପରେ ଆପଣ ବିଶ୍ଵାସ କରିପାରୁନଥିବେ ମାତ୍ର ଏହା ସତ୍ୟ । 

ବାପାଙ୍କୁ ବାହାହୋଇ ଝିଅ ନିଜ ବହୁତ ଖୁସି ଥିବା କଥା କହୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଜୋର ଧରିଛି , ଲୋକେ ଏହାକୁ ବିଶ୍ଵାସ କରିପାରୁନାହାଁନ୍ତି କାରଣ ବାପା ଝିଅକୁ ଜନ୍ମ ଦେଇଥାଏ ଏବଂ ନିଜ କାନ୍ଧରେ ବସାଇ ଦୁନିଆ ଦେଖାଇଥାଏ ।

Pakistan girl

ତେବେ ଏହି ଘଟଣା ଆଉ କାଉ ଦେଶର ନୁହେ ଆମ ପଡୋଶୀ କାଙ୍ଗାଳ ଦେଶ ପାକିସ୍ତାନ ର ଅଟେ । ଏଭଳି କିଛି ନିୟମ ରହିଛି ଯଥା ରାବିୟା ନାମଙ୍କ ଝିଅମାନେ ବାପାମା ‘ଙ୍କ ଚର୍ତୁର୍ଥ ସନ୍ତାନ ହୋଇଥାନ୍ତି ଏବଂ ବାପାଙ୍କୁ ବିବାହ କରିବାର ନିୟମ ଥାଏ ।

ରାବିୟା ନାଁ ଥିବା ଝିଅମାନେ ବାପାଙ୍କର ଚର୍ତୁର୍ଥ ପତ୍ନୀ ହୋଇଥାନ୍ତି କିନ୍ତୁ ମୁଁ ମୋ ବାପାମାଆଙ୍କର ଦ୍ଵିତୀୟ ସନ୍ତାନ ତେଣୁ ମୁଁ ମୋ ବାପାଙ୍କୁ ବିବାହ କରି ତାଙ୍କର ଚତୁର୍ଥ ସ୍ତ୍ରୀ ହୋଇଛି । ତେବେ ବାପା ତା ଝିଅକୁ ବାହାହେବାକୁ ଲୋକେ ନାପସନ୍ଦ କରୁଥିବା ବେଳେ ଏହି ବିବାହରେ ଝିଅତି ଖୁସିଥିବା ଦେଖିବାକୁ ମିଳୁଛି ।