ହିରୋଇନ୍ ହେବା ପାଇଁ ସ୍ୱାମୀ ଦେଉଥିଲା ବାଧା, ଛାତିରେ ଛୁରୀ ମାରିବା ପରେ ମୁଣ୍ଡ କାଟିଦେଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

 
Saurabh

ଆଜିକାଲି ସମାଜରେ ଏଭଳି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସମାଜରେ ଗୋଟିଏ ସ୍ତ୍ରୀ ତାର ସ୍ୱାମୀକୁ ଦେବତା ବୋଲି ମାନିଥାଏ । ଗୋଟିଏ ସ୍ଵାମୀ ପାଇଁ  ସ୍ତ୍ରୀ ଜଣକ ସବୁକିଛି କରିଥାଏ । କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହି ସ୍ତ୍ରୀ ଜଣକ ଏତେ ନୃଶଂସ ହୋଇଯିବ ବୋଲି କେହି ଜାଣିନଥିଲେ । ଏହି ସ୍ତ୍ରୀ ଜଣକ ନିଜ ସ୍ୱାମୀକୁ ମାରି ଦେଇଛି । ସ୍ଵାମୀ ଜଣକ ଭଲ ଲୋକ ଥିଲେ ଆଉ ସେ ସ୍ତ୍ରୀ ଜଣଙ୍କୁ ବହୁତ ଭଲ ପାଉଥିଲେ ।

କିନ୍ତୁ ଏହି ସ୍ତ୍ରୀ ଜଣକ ପରକୀୟା ପ୍ରୀତି କରୁଥିଲେ । ଆଉ ପରକୀୟା ପ୍ରୀତି କାରଣରୁ ଏହି ଘଟଣା ଘଟିଛି । ଏହି ସ୍ତ୍ରୀ ଜଣଙ୍କର ଜନ୍ମଦିନ ପାଇଁ ସ୍ଵାମୀ ଜଣକ ଲଣ୍ଡନରୁ ଆସିଥିଲେ । ଆଉ ଏହି ଯୁବତୀ ଜଣକ ଏବେ ତାଙ୍କ ସ୍ବାମୀଙ୍କୁ ତାଙ୍କ ପ୍ରେମିକ ସହ ମିଶି ହତ୍ୟା କରି ଏଭଳି କାଣ୍ଡ କରିଛନ୍ତି । ମୃତକ ଜଣକ ହେଉଛନ୍ତି ଜଣେ ମରଚାଣ୍ଟ ନେଭୀ । ଏହି ଘଟଣା ଏବେ ସାରା ଦେଶରେ ଚହଳ ସୃଷ୍ଟି କରିଛି । ଏହି ପିଶାଚିନୀ ସ୍ତ୍ରୀ ଜଣକ ସ୍ୱାମୀକୁ ମାରି ଦେଇ ଏଭଳି କାମ କରିବ ବୋଲି କେହି କେବେ ଭାବି ନଥିଲେ । 

Saurabh

ଏହି ସ୍ତ୍ରୀ ଜଣକ ହେଉଛନ୍ତି ମୁଷ୍କାନ ଆଉ ତାଙ୍କ ପ୍ରେମିକ ହେଉଛନ୍ତି ଶାହିଲ । ସ୍ଵାମୀ ଜଣଙ୍କ ହେଉଛନ୍ତି ସୌରଭ । ସୌରଭ ଝିଅର ଜନ୍ମଦିନ ପାଇଁ ଲଣ୍ଡନରୁ ଆସିଥିଲେ । ଆଉ ଜନ୍ମଦିନ ପାଳନ ପରେ ଏଭଳି କରିଥିଲା ସ୍ତ୍ରୀ ଜଣକ । ସ୍ତ୍ରୀ ଜଣକ ପରକୀୟା ପ୍ରୀତିରେ ଥିଲା । ଆଉ ଏହି ବିଷୟରେ ସ୍ଵାମୀ ଜାଣିବା ପରେ ସ୍ତ୍ରୀକୁ ମନା କରିଥିଲେ । ତାପରେ ସ୍ତ୍ରୀ ଜଣକ ଏଭଳି କାମ କରିଥିଲେ । ସ୍ତ୍ରୀ ଜଣକ ଝିଅର ଜନ୍ମଦିନ ପରେ ସ୍ବାମୀଙ୍କୁ ଖାଇବାକୁ ଦେଇଥିଲା । ଆଉ ଏହି ଖାଇବାରେ ନିଶା ମିଶାଇ ଦେଇଥିଲା । 

ନିଶା ହେବା ପରେ ସ୍ତ୍ରୀ ଜଣକ ତାର ପ୍ରେମିକକୁ ଡ଼ାକି ସ୍ବାମୀଙ୍କୁ ହତ୍ୟା କରିଲା । ଆଉ ହ-ତ୍ୟା ପରେ ସ୍ଵାମୀ ଜଣଙ୍କୁ ୧୫ ଖଣ୍ଡ କରି କାଟି ଦେଇଥିଲା । ଏହାପରେ ସେଠାରୁ ଫେରାର ହୋଇ ଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ପରେ ଏହି ଦୁଇଜଣଙ୍କୁ ଗିରଫ କରିଛି । ଏବେ ମୁଷ୍କାନର ବାପା ମାଆ କହିଛନ୍ତି ତାଙ୍କ ଜ୍ବାଇଁ ହୀରା ଥିଲେ ଆଉ ତାଙ୍କ ଝିଅ ଖରାପ ଥିଲା । ଏଭଳି ଝିଅକୁ ଦଣ୍ଡ ମିଳିବା ଉଚିତ୍ ବୋଲି କହିଛନ୍ତି ।