ଦୁଷ୍କର୍ମର ଶିକାର ହୋଇ ମରିବାକୁ ଚାହୁଁଛନ୍ତି! ଏଠି ମହିଳା ଜଜଙ୍କୁ ମିଳୁନି ନ୍ୟାୟ, ସାଧାରଣ ଲୋକଙ୍କୁ କିଏ ପଚାରେ? ଜାଣନ୍ତୁ ପୁରା ଘଟଣା

 
Women judge

ଏଠି ନ୍ୟାୟାଳୟ ମାଗୁଛି ନ୍ୟାୟ। ତେବେ ସାଧାରଣ ଲୋକେ ଯିବେ କୋଉଁଠୀକୁ ଜେଉ ଦେଶର ବିଚାର ପ୍ରତି ମାନେ ନିଜେ ନ୍ୟାୟ ପାଇଁ ଏଣେ ତେଣେ ଧାଉଁଛନ୍ତି ସେଠୀ ସାଧାରଣ ଲୋକଙ୍କ କଥା ଭାବିଲେ ଭୟ ଲାଗୁଛି ଏମିତି କିଛି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ ।ମହିଳା ବିଚାରପତିଙ୍କ ଚିଠି ଏବେ ଚାଞ୍ଚ୍ଚଲ୍ୟା ସୃଷ୍ଟି କରିଛି ସାରା ରାଜ୍ୟରେ ।

ମହିଳା ବିଚାରପତି ଜଣକ ଜଣେ ଜଜ୍ ଓ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଥିଲେ ଅଭିଯୋଗ କରିବା ଦ୍ରୀଘ ଦିନ ବିତିଯାଇଥିଲେ ମଧ୍ୟ ସେ ଉଚିତ୍ ନ୍ୟାୟରୁ ଏବେବି ବଞ୍ଚିତ ଅଛନ୍ତି ।

Women judge

ଏହି ମହିଳା ବିଚାରପତି ଜଣକ ସୁପ୍ରୀମିକୋର୍ଟ ର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ଼ଙ୍କୁ ଆତ୍ମହତ୍ୟା କରିବା ପାଇଁ ଅନୁମତି ନିମନ୍ତେ ଏକ ଚିଠି ଲେଖିଛନ୍ତି ମହିଳା ଜଣକ କହିଛନ୍ତି ମୁ ଜାଣେ ଆତ୍ମହତ୍ୟା କରିବା ଏକ ଅପରାଧ ଅଟେ ଯେଉଁଥିପାଇଁ ମୁ ନିଜ ସ୍ଵ ଇଚରେ ଏହା କରିବାକୁ ଉଚିତ୍ ମାନେ କରୁନାହିଁ ହେଲେ ନ୍ୟାୟାଳୟ ଯଦି ମୋତେ କୁହନ୍ତିକି ଆମେ ତମକୁ ନ୍ୟାୟ ଦେଇପରିବୁନାହି ତୁମେ ଆତ୍ମହତ୍ୟା କରିପାର ତେବେ ମୁ ନିଶ୍ଚୟ ଆତ୍ମହତ୍ୟା କରିବି।କାରଣ ମୁ ଆଉ ଏହି ନିର୍ଯାତିତ ଜୀବନ ଚାହୁଁନାହିଁ 

ମହିଳା ଜଣକ ଚିଠିରେ ଲେଖିଛନ୍ତି ମୋ ଜୀବନକୁ ଡିସ ମିସ କରିଦିଅ ।ମୁ ସବ ହୋଇ ବଞ୍ଚିବାକୁ ଚାହୁଁନି ମୋତେ ଏକ ବସ୍ତୁ ଭାବରେ ବ୍ୟବହାର କରାଯାଇଛି ମୁଁ ଏପରି ଏକ ଆତ୍ମା ବିହୀନ ଜୀବନ ନେଇ ବଞ୍ଚିବାକୁ ଚାହୁଁନି ମୋ ଜୀବନର ଏହି କଠିନ ମୁହୂର୍ତ୍ତରେ ମୋତେ ପ୍ରତି ସମୟରେ ନିଜ ଉପରେ ଧିକର ଆସୁଛି ଯଦି ମୁ ଜଣେ ଜଜ୍ ହୋଇ ନିଜେ ନ୍ୟାୟ ପାଇଁ ଘୁରି ବୁଲୁଛି ତେବେ ମୁ କଣ ଲୋକମାନଙ୍କୁ ନ୍ୟାୟ ଦେବୀ ।

Judge

ମହିଳାଙ୍କର ଏପରି ଅଭିଯୋଗ ସମ୍ପ୍ରକ ରେ ସୁପ୍ରିମକୋର୍ଟ ଜାଣିବା ପରେ ଏହି କ୍ଷେତ୍ରରେ ଅନୁଧ୍ୟାନ କରୀ ମହିଳା ଜଣକୁ ଯଥା ସମ୍ଭବ ନ୍ୟାୟ ଦେବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରିକରିଚି। ଏଠି ମନକୁ ଗୋଟିଏ ପ୍ରଶ୍ନ ଆସୁଛି ଯେଉଁଠି ଖୋଦ୍ ଆଇନି ସୁରକ୍ଷିତ ନୁହେଁ ସେଠୀ ସାଧାରଣ ଲୋକଙ୍କ ଅବସ୍ଥା କଣ।।