Railway Recruitment 2024: ବିନା ପରୀକ୍ଷାରେ ରେଲୱେରେ ପାଆନ୍ତୁ ଚାକିରୀ, ଜାଣନ୍ତୁ କିପରି କରିବେ ଆବେଦନ
Mar 18, 2024, 14:47 IST
ରେଲ୍ ୱାଇରେ ଚାକିରୀ କରିବାର ଆସିଲା ବଡ ସୁଯୋଗ ! ଦଶମ ଓ ଆଇଟିଆଇ କରିଥିବା ପିଲା ମାନେ ମଧ୍ୟ କରି ପାରିବେ ଆବେଦନ । ଫିଟର୍ , ମେସିନିଷ୍ଟ୍ , ୱେଲଡର୍ , ମେକାନିକ , ଇଲେକ୍ଟ୍ରିସିଆନ୍ ଆଦି ପଦବୀ ପୂରଣ ପାଇଁ ହେବ ନିଯୁକ୍ତି । ତେବେ ଡେରି ନ କରି ଆଜି ହିଁ ଅନଲାଇନ୍ ଆବେଦନ କରନ୍ତୁ । କାରଣ ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ହେଉଛି ୯ ଏପ୍ରିଲ୍ ୨୦୨୪ ।
୫୫୦ ଖାଲି ପଦବୀ ପାଇଁ ବାହାରିଛି ନିଯୁକ୍ତି । ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀ ମାନେ ରେଲୱେ କୋଚ୍ ଅଫିସିଆଲ୍ ୱେବସାଇଟ କୁ ଯାଇ ଆବେଦନ କରି ପାରିବେ ।
ଏଥି ନିମନ୍ତେ ସର୍ବନିମ୍ନ ବୟସ ସୀମା ୧୫ ବର୍ଷ ରହିଥିବା ବେଳେ ସର୍ବାଧିକ ୨୪ ବର୍ଷ ରହିଛି । ଆବେଦନ ବିଷୟରେ ଅଧିକ ଜାଣିବା ପାଇଁ GOVT. ୱେବସାଇଟ କୁ ଫଲୋ କରନ୍ତୁ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
WhatsApp Channel (Join Now) Join Now
ବିନା ପରୀକ୍ଷାରେ କରନ୍ତୁ ଚାକିରୀ ! ତେବେ ଏହି ସବୁ ପଦବୀ ଗୁଡ଼ିକର ପୂରଣ ପାଇଁ କୌଣସି ପରୀକ୍ଷା ବ୍ୟବସ୍ଥା ରହି ନାହିଁ । ମ୍ୟାଟ୍ରିକ ଓ ITI ମାର୍କ ଆଧାରରେ ମିଳିବ ଚାକିରୀ ।
୫୦ ପ୍ରତିଶତ ମାର୍କ ରେ ଦଶମ ପାସ୍ କରିଥିବା ଆବଶ୍ୟକ । ତେବେ ଏଥି ନିମନ୍ତେ ଆବେଦନ ଶୁକ୍ଲ ୧୦୦ ଟଙ୍କା ରହିଛି । ଦୁହେଁ ପୁରୁଷ ଓ ମହିଳା ଏହି ଖାଲି ପଦବୀ ପାଇଁ ଆବେଦନ କରି ପାରିବେ ।