ଏବେ ଦିନରେ ବି କଣ ପାଇଁ ଜଳୁଛି ଆପଣଙ୍କ ଗାଡିର ଲାଇଟ, ୯୯% ଲୋକ ଜାଣି ନଥିବେ ଏହାର କାରଣ, ଜାଣି ରଖନ୍ତୁ

 
bike head light
ଦେଶର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ନିଜ ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ଦେଶର ସଡକ ଦୁର୍ଘଟଣାର ଏକ ରିପୋର୍ଟ ରେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା କହିଥିଲେ। ଗଡକରୀ କହିଥିଲେ କି ୨୦୧୫ରେ ଦେଶରେ ୫,୦୧୪୨୩ ସଡକ ଦୁର୍ଘଟଣା ହୋଇ ଥିଲା ଯେବେକି ୨୦୧୭ରେ ଦେଶରେ ସଡକ ଦୁର୍ଘଟଣା ମାତ୍ର ୪.୧% କମିଥିଲା।
ଏବେ ଦିନରେ ବି କଣ ପାଇଁ ଜଳୁଛି ଆପଣଙ୍କ ଗାଡିର ଲାଇଟ, ୯୯% ଲୋକ ଜାଣି ନଥିବେ ଏହାର କାରଣ ଜାଣି ରଖନ୍ତୁ

ଅର୍ଥାତ୍ ଏହି ରିପୋର୍ଟ ମୁତାବକ ଏବେ ସଡକ ଦୁର୍ଘଟଣାର ସଂଖ୍ୟା ୪,୮୦,୬୫୨ ରେ ପହଞ୍ଚି ଯାଇଛି। ଏହି ସଡକ ଦୁର୍ଘଟଣାରେ ମରିଥିବାଙ୍କ ସଂଖ୍ୟା ୨୦୧୭ ହିସାବରେ ୭୯,୩୫୪ ରହିଥିଲା। ଯେବେକି ୨୦୧୮ ଜାନୁଆରୀ ବେଳକୁ ୭୫,୫୮୩ରେ ପହଞ୍ଚି ଯାଇଥିଲା। ଏହା ପରି ଏହାକୁ କମ ବୋଲି କୁହାଯାଇ ପାରିବ ନାହିଁ।

ଏବେ ଦିନରେ ବି କଣ ପାଇଁ ଜଳୁଛି ଆପଣଙ୍କ ଗାଡିର ଲାଇଟ, ୯୯% ଲୋକ ଜାଣି ନଥିବେ ଏହାର କାରଣ ଜାଣି ରଖନ୍ତୁ

ଏହି ସବୁ କଥାକୁ ନଜରରେ ରଖି ସରକାର ସଡକ ଦୁର୍ଘଟଣାକୁ କମ କରିବା ପାଇଁ ସବୁ ପ୍ରକାରର ସମ୍ଭବତଃ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଥିରେ ଏକ ହେଉଛି ବାହାନ ମାନଙ୍କର ହେଡଲାଇଟ୍ ସବୁବେଳେ ଜଳିବା। ଆପଣଙ୍କୁ ବତେଇ ଦେଉଛୁ ଯେ ଦେଶର ନୂଆ ବିଏସ-6 ଇନ୍ଧନ ବାହାନରେ ଇଂଜିନର ଷ୍ଟାଟ କରିବା ମାତ୍ରେ ହିଁ ଲାଇଟ୍ ଆପେ ଆପେ ଜଳିବ। ଆଉ ଏହା ସେବେ ଯାଏଁ ଜଳିବ ଯେବେ ଯାଏଁ ଯେବେ ଗାଡି ଅନ ଅଛି। ଏବେ ହେଡଲାଇଟ ଅନ ଅଫ ସୁଇଜ ବଦଳରେ ଏବେ ସବୁ ଦୁଇ ଚକିଆ ଯାନରେ ଅଟୋମେଟିକ ହେଡ ଲାଇଟ(AHO) ହେବ।

ଏବେ ଦିନରେ ବି କଣ ପାଇଁ ଜଳୁଛି ଆପଣଙ୍କ ଗାଡିର ଲାଇଟ, ୯୯% ଲୋକ ଜାଣି ନଥିବେ ଏହାର କାରଣ ଜାଣି ରଖନ୍ତୁ

ଆଜିକାଲି ସମୟରେ ଯେଉଁ ବାହନର ହେଡଲାଇଟ୍ ଜଳୁଥିବାର ଦେଖିବେ ତେବେ ବୁଝିଯିବେ ଯେ ତାହା ନୂଆ ବିଏସ୪ ଇଂଜିନ ବାହାନ ଅଟେ। ଆଜିର ସମୟରେ ଅଧିକାଂଶ ଲୋକ ଏହା ବିଷୟରେ ଜାଣି ନାହାନ୍ତି। ଆପଣଙ୍କୁ ବତେଇ ଦେଉଛୁ ଯେ ଏହି ଦିନବେଳା ଲାଇଟ ଜଳିବା ନିୟମ ୟୁରୋପୀୟ ଦେଶ ମାନଙ୍କରେ ଅନେକ ଆଗରୁ ହୋଇ ଆସୁଛି। ଯାହା ଫଳରେ ସେଠାରେ ଦୁର୍ଘଟଣା ସଂଖ୍ୟା କମ ରହୁଛି।

From around the web