କରିପାରିବେନି ସରକାରୀ ଚାକିରି! ଆପଣଙ୍କ ଏହି ଭୁଲ୍ ପାଇଁ ଆପଣଙ୍କୁ ମିଲିନପାରେ ସରକାରୀ ଚାକିରୀ, ଜାଣନ୍ତୁ ପୁରା ଖବର

 
Govt jobs

ଲାଗୁହେ଼ଲା ନୂଆ ନିୟମ। ଯଦି ଆପଣ ଆଗକୁ ଏହି ଭୁଲ୍ କରୁଛନ୍ତି ତେବେ ଆପଣଙ୍କୁ ମିଳିବ ନାହିଁ ସରକାରୀ ଚାକିରୀ। ତେବେ ଯଦି ଆପଣ ଏହି ଭୁଲ୍ ପୂର୍ବରୁ କରିସାରିଛନ୍ତି ତେବେ ମଧ୍ୟ ହାତ ଧୋଇ ପାରନ୍ତି କରୁଥିବା ସରକାରୀ ଚାକିରୀରୁ। ତେବେ ବିଳମ୍ବ ନକରି ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ।

ଜେଲ୍

ସୁପ୍ରିକୋର୍ଟଙ୍କ ନିୟମ ଲାଗୁହେବ କଡ଼ାକଡ଼ି ଭାବେ। ଦୁଇଟିରୁ ଅଧିକ ପିଲାଥିଲେ ନା କରିପାରିବେ ସରକାରୀ ଚାକିରୀ ନା ଲଢ଼ିପାରିବେ ନିର୍ବାଚନ। ରାଜସ୍ଥାନ ସରକାରଙ୍କ ଏହି ନିୟମକୁ ଅନୁମୋଦନ କରିଛନ୍ତି ସରକାର। ତେବେ ଆମେ ଆପଣଙ୍କୁ କହି ରଖୁଛୁ ଏହା ନୂଆ ନିୟମ ନୁହେଁ। ଏହା ଅନେକ ପୂର୍ବରୁ ଲଗୁହୋଇଛି। ତେବେ ଆଗକୁ ନିର୍ବାଚନ ଆସୁଥିବା ନେଇ ଆଗକୁ କଡ଼ା କଡ଼ି ପାଳନ କରାଯିବା

WhatsApp Channel (Join Now) Join Now

Follow our WhatsApp channel and get all the Latest news

ସୁପ୍ରିକୋର୍ଟଙ୍କ କହିଛନ୍ତି ତଥା ନିୟମ ଅନୁସାରେ ୨୦୦୨ ଜୁନ ୧; ପରଠାରୁ ଯେଉଁ ବ୍ୟକ୍ତି ମାନଙ୍କର ଦୁଇଟି ରୁ ଅଧିକ ପିଲା ରହିଛି ସେମାନେ ସରକାରୀ ଚାକିରୀ କରିପାରିବେ ନାହିଁ। ତେବେ ଏହା କୌଣସି ଭେଦଭାବ ନୁହେଁ ବର୍ଦ୍ଧିତ ଜନ ସଂଖ୍ୟା କୁ ରୋକିବା ପାଇଁ ସରକାରଙ୍କ ଏହା ଏକ ପଦକ୍ଷେପ। ଯାହା ଦ୍ଵାରା ସମାଜରେ ଏକ ସଚେତନ ଅଣିହେବ।

ସୂଚନା ଅନୁସାରେ, ରାଜସ୍ଥାନ ର ଜଣେ ପୂର୍ବତନ ଯବାନ ରାମଜିଲାଲ୍ ଜଟ ୨୦୧୭ ମସିହାରେ ସେନାରୁ ଅବସର ନେବା ପରେ ୨୦୧୮ ରେ ରାଜସ୍ଥାନ ପୋଲିସ ରେ କନଷ୍ଟେବଳ ପଦ ପାଇଁ ଆବେଦନ କରିଥିଲେ। ତେବେ ନିୟମ ଅନୁସାରେ ୨୦୦୨ ଜୁନ ୧ ତାରିଖ ପରେ ତାଙ୍କର ଦୁଇଟି ରୁ ଅଧିକ ସନ୍ତାନ ଥିବାରୁ ତାଙ୍କର ଏହି ଆବେଦନକୁ ଖାରଜ କରାଯାଇଛି।