୬୫୦୦ ଫିଟ୍ ଉପରେ ଶାରୀରିକ ସମ୍ୱନ୍ଧ କରୁଥିଲେ ଦମ୍ପତ୍ତି, ଏମିତି ଭାବରେ କଏଦ ହେଲା ପୁରା ଦୃଶ୍ୟ, ଦେଖନ୍ତୁ ଫଟୋ

 
couple s.x

ପାହାଡ଼ର ୬୫୦୦ ଫିଟ୍ ଉପାରେ ସେକ୍ସ କରୁଥିବା ଏକ ଦମ୍ପତ୍ତିଙ୍କୁ ଏଥିପାଇଁ ବେସ୍ ଲଜ୍ଜିତ ହେବାକୁ ପଡ଼ିଛି। ପ୍ରକୃତରେ ପାହାଡ଼କୁ ଟ୍ରେକିଂ କରିବା ପାଇଁ ଯାଇଥିବା ଏହି ଦମ୍ପତ୍ତିଙ୍କର ସେଠାରେ ରୋମାନ୍ସ କରୁଥିବାର ଦୃଶ୍ୟ ଏକ ୱେବକ୍ୟାମେରାରେ କଏଦ ହୋଇଯାଇଥିଲା। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଚିତ୍ର ଗୁଡିକ ଇଣ୍ଟରନେଟରେ ପୋଷ୍ଟ ହେବାପରେ ଏହା ଭାଇରାଲ ହେବାରେ ଲାଗିଛି।

ଅଷ୍ଟ୍ରିଆର ସବୁଠାରୁ ଉଚ୍ଚତମ ନକ୍ ପର୍ବତମାଳାର ୬୫୦୦ ଫିଟ୍ ଉପରେ ଏହି ଘଟଣା ଘଟିଥିଲା। ଏଠାକୁ ଟ୍ରେକିଂ କରିବାକୁ ଆସିଥିବା ଏହି ଦମ୍ପତ୍ତି ଥକିଯିବା ପରେ ବିଶ୍ରାମ ନେଉଥିଲେ। ଏହାର କିଛି ସମୟ ପରେ ଉଭୟେ ରୋମାନ୍ସ କରୁଥିବା ବେଳେ ସେଠାରେ ଥିବା ଏକ ୱେବକ୍ୟାମେରା ଦ୍ୱାରା ଏହି ଦୃଶ୍ୟ ରେକର୍ଡ ହୋଇଯାଇଥିଲା। ଘଟଣାର କିଛି ଦିନ ପରେ ଏହି ଫୋଟୋ ଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହୋଇଥିଲା।

ତେବେ ୱେବ୍ ମିଡିଆ ସଲ୍ୟୁସନ୍ ର ରୋନାଲ୍ଡ ସ୍କ୍ଲେଣ୍ଡରଙ୍କ କହିବା ମୁତାବକ ପାନୋରାମା ଏବଂ ପାଣିପାଗ କ୍ୟାମେରାକୁ ସିସିଟିଭି କ୍ୟାମେରା ଭାବରେ ବିବେଚନା କରାଯାଇପାରିବ ନାହିଁ କାରଣ ସେମାନେ କ୍ରମାଗତ ଭାବରେ ରେକର୍ଡ କରନ୍ତିନାହିଁ। କିନ୍ତୁ ଏହି ଦମ୍ପତ୍ତିଙ୍କ କ୍ଷେତ୍ରରେ ଦୁର୍ଭାଗ୍ୟବଶତଃ ୱେବକ୍ୟାମ୍ ସେମାନଙ୍କର ଫୋଟୋ ଉଠାଇ ଦେଇଥିଲା। ଏଥିସହିତ ଏହି ଫୋଟୋ ଗୁଡିକ ଇଣ୍ଟରନେଟରେ କେବଳ ଏକ ସଫ୍ଟୱେଆର୍ ତ୍ରୁଟି ଯୋଗୁ ଅପଲୋଡ଼ ହୋଇଯାଇଥିଲା ବୋଲି ସେ କହିଛନ୍ତି।

ତେବେ ଏପର୍ଯ୍ୟନ୍ତ ଏହି ଭାଇରାଲ ଦମ୍ପତ୍ତିଙ୍କର ପରିଚୟ ସାମ୍ନାକୁ ଆସିନାହିଁ। ଅନ୍ୟପକ୍ଷରେ ଉକ୍ତ ପାହାଡ଼ ପାଖାପାଖି କ୍ୟାମେରା ରହିଥିବା ନେଇ ସୂଚନା ଫଳକ ଲଗାଯାଇଥିଲେ ମଧ୍ୟ ଦମ୍ପତ୍ତିଙ୍କର ଏପରି କାର୍ଯ୍ୟକଳାପ ପାଇଁ ସ୍ଥାନୀୟ ମିଡ଼ିଆ ସେମାନଙ୍କୁ ଦାୟୀ କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରିଆରେ ଲୋକମାନଙ୍କର ପ୍ରାଇଭେସିକୁ ଯଥେଷ୍ଟ ସମ୍ମାନ ଦିଆଯାଇଥାଏ ଯେଉଁଥିପାଇଁ ସର୍ବସାଧାରଣ ସ୍ଥାନ ଗୁଡ଼ିକରେ ଭିଡ଼ିଓ ରେକର୍ଡ଼ିଂ ଏବଂ ଫୋଟୋ ଉଠାଇବାକୁ ନେଇ କଡ଼ା ତଦାରଖ କରାଯାଇଥାଏ।