ପ୍ରେମିକା କିସ୍ କରିବାକୁ ନ ଦେବାରୁ ରାଗିକି କାମୁଡି ଦେଲା ପ୍ରେମିକାର ଓଠକୁ, ରକ୍ତ ବହୁଥିବା ଅବସ୍ଥାରେ ପ୍ରେମିକା...

 
lip kiss
ଆମେରିକି ରାଜ୍ୟ ଦକ୍ଷିଣ କୌରେଲିନାରେ ଜଣେ ବୟଫ୍ରେଣ୍ଡ ନିଜ ଏକ୍ସ ଗାର୍ଲଫ୍ରେଣ୍ଡର ଓଠକୁ ରାଗିକି କାମୁଡିଦେଲା। ଖବର ଅନୁସାରେ ଜଣେ ୨୧ ବର୍ଷିୟ କାଏଲା ୨୦୧୬ରୁ ସେଠ୍ ଏରୋନଙ୍କ ସହ ସଂମ୍ପର୍କରେ ଥିଲେ। ସେ ଏକ ବର୍ଷ ପରେ ଏରୋନଙ୍କ ସହ ବ୍ରେକ୍ ଅପ କରିଦେଇଥିଲେ। କାଏଲା ଏରୋନଙ୍କ ଉପରେ ଆରୋପ ଲଗେଇଥିଲେ କି ସେ ତାକୁ ନିଜ ସମ୍ପତ୍ତି ଭଳି ଭାବୁଛି।
ପ୍ରେମିକା କିସ୍ କରିବାକୁ ନ ଦେବାରୁ ରାଗିକି ପ୍ରେମିକ କାମୁଡି ଦେଲା ପ୍ରେମିକାର ଓଠକୁ, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବ୍ରେକ ଅପର କିଛି ସପ୍ତାହ ପରେ ଏରୋନ କାୟଲାଙ୍କ ସାକ୍ଷାତ କରିବାକୁ ଚାହିଁଥିଲେ ହେଲେ ଯେବେ ସେ ଦେଖା କରିବାକୁ ମନା କରିଦେଇଥିଲେ ସେବେ ହିଂସକ ହୋଇଯାଇଥିଲେ। ଯାହା ପାଇଁ ସେ କାୟାଲାକୁ ଜୋର୍ ଜବରଦସ୍ତ କିସ କରିବାକୁ ଚାହିଁଥିଲେ ଏହାକୁ ବିରୋଧ କରି କାୟାଲା ତାଙ୍କୁ ଧକ୍କା ଦେଇଥିଲେ। ଯେଉଁଥିରେ କ୍ରୋଧିତ ହୋଇ ଏରୋନ କାୟାଲାଙ୍କ ଓଠକୁ ବହୁତ୍ ଖରାପ ଭାବରେ କାମୁଡି ଦେଇଥିଲେ।

ପ୍ରେମିକା କିସ୍ କରିବାକୁ ନ ଦେବାରୁ ରାଗିକି ପ୍ରେମିକ କାମୁଡି ଦେଲା ପ୍ରେମିକାର ଓଠକୁ, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଏପରି କାମ ପାଇଁ ଏରୋନକୁ ପାଞ୍ଚ ବର୍ଷର ଜେଲ ଦଣ୍ଡ ମିଳିଛି। ପଚାରାଯିବାରୁ ଏରୋନ କହିଥିଲେ। ସେ ମୋ ସହ ବ୍ରେକ ଅପ କରି ଆଉ କାହା ସହ ସଂପର୍କ ରଖିବା ପୂର୍ବରୁ ମୁଁ ତା ଚେହେରାରେ ଏପରି ଦାଗ ଛାଡିଦେଲି ଯାହା ପାଇଁ ତାକୁ ସମସ୍ତେ ଘୃଣା କରିବେ