ସାଂସଦଙ୍କୁ ରୁମକୁ ଡାକି, ପିସ୍ ପିସ୍ କରିଦେଲେ ସୁନ୍ଦରୀ ଯୁବତୀ, କାଣ୍ଡ ଘଟାଇ ଫେରାର ହୋଇଗଲେ, ଜାଣନ୍ତୁ ପୁରା ଘଟଣା

 
Mla

ସାଂସଦଙ୍କୁ ମାରିବା ପାଇଁ ମିଳିଲା ଏକ ବଡ଼ ରକମର ଟଙ୍କା ! ଏହି ସୁନ୍ଦରୀ ଯୁବତୀଙ୍କୁ ପ୍ରାୟ ମିଳିଥିଲା ୫ କୋଟି ଟଙ୍କା । ସାଂସଦଙ୍କୁ ମାରିଲେ ଶରୀରକୁ ପିସ୍ କରିଦେଲେ । କେବଳ ସେତିକି ନୁହେଁ ଶରୀରରୁ କାଢି ନେଲେ ଚର୍ମ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି ଏକ ଭୟଙ୍କର ଓ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି କୋଲକାତାରେ । ବାଂଲାଦେଶ ସାଂସଦ ଅନୱାରୁଲ ଆଜିମ ଅନୱାରଙ୍କୁ କୋଲକାତାରେ ଫିଲ୍ମ ଷ୍ଟାଇଲରେ କରା ଯାଇଛି ହତ୍ୟା ।

Mla

ସାଂସଦଙ୍କୁ ମାରିବା ପାଇଁ ଅଭିଯୁକ୍ତ ସାହାରା ନେଇଥିଲେ ନିଜ ସୁନ୍ଦରୀ ଗର୍ଲଫ୍ରେଣ୍ଡର । ସେଥିପାଇଁ ଦେଇଥିଲା ତାଙ୍କୁ ୫ କୋଟି ଟଙ୍କା । ଅଭିଯୁକ୍ତ ଯୁବକର ନାମ ହେଉଛି ଅପ୍ରତାର ରହମାନ ଓ ଗର୍ଲଫ୍ରେଣ୍ଡର ନାମ ହେଉଛି ଶିଳତି ରହମାନ । 

ଏହି ହତ୍ୟା ମାମଲାରେ ପ୍ରାୟ ୫ ଜଣ ସାମିଲ ଅଛନ୍ତି ବୋଲି ପୋଲିସ କହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଏ ପର୍ଯ୍ୟନ୍ତ ଖୋଜୁଛି ।