ଦେଖନ୍ତୁ ଭିଡିଓ: ରାସ୍ତା ପାର କରୁଥିଲା ଭୟଙ୍କର ୧୦ ଫୁଟ୍ ଲମ୍ବା ଅଜଗର, ହେଲେ ଲୋକମାନେ କଲେ ଏମିତି 

 
ajagar snake
ପୃଥିବୀରେ ବିଶାଳକାୟ ଯିବ ଅନେକ ଅଛନ୍ତି। ସାପ ସେଥି ମଧ୍ୟରୁ ଗୋଟେ। ସାପ ନାମ ଶୁଣିଲେ ମାତ୍ର ମନରେ ଭୟ ଆସିଥାଏ। ହେଲେ ଏହି ଘଟଣାରେ ଲୋକମାନେ ସାପକୁ ଦେଖି ଯାହା କଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।
ରାସ୍ତା ପାର କରୁଥିଲା ୧୦ ଫୁଟ୍ ଲମ୍ବା ଆନାକୋଣ୍ଡା, ହେଲେ ଲୋକମାନେ କଣ କଲେ ଦେଖନ୍ତୁ ଭିଡିଓ

ବ୍ରାଜିଲର ରାଜପଥରେ ଏକ ୧୦ ଫୁଟ ଲମ୍ବା ଅଜଗର ସାପକୁ ରୋଡ ପାର କରିବା ପାଇଁ ଲୋକମାନେ ସାହାଯ୍ୟ କରିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାଳେ ଅଜଗରଟିକୁ କୌଣସି ଆଘାତ ଲାଗିବ ସେଥିପାଇଁ ସମସ୍ତେ କାରକୁ ବନ୍ଦକରି ରାସ୍ତା ଜାମ କରିଦେଇଥିଲେ।

ରାସ୍ତା ପାର କରୁଥିଲା ୧୦ ଫୁଟ୍ ଲମ୍ବା ଆନାକୋଣ୍ଡା, ହେଲେ ଲୋକମାନେ କଣ କଲେ ଦେଖନ୍ତୁ ଭିଡିଓ

ଆଉ ସାପଟିକୁ ସାହାଯ୍ୟ କରିଥିଲେ ରାସ୍ତା ପାର ହେବାପାଇଁ। ଅନେକ ଲୋକ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ। ଦେଖନ୍ତୁ ଭିଡିଓ –